ଟ୍ୟାଙ୍କର ଧକ୍କାରେ ଜଳିଗଲା ସ୍କୁଟି, ଚାଳକ ଗୁରୁତର
ଆଜି ୫୫ ନଂ ଜାତୀୟ ରାଜପଥ ପୋଡାପଡା ଠାରେ ଏକ ଟ୍ୟାଙ୍କର ଧକ୍କାରେ ଗୋଟିଏ ସ୍କୁଟି ଜଳିଯିବା ସହିତ ସ୍କୁଟି ଆରୋହି ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି ।
ସୂଚନା ଅନୁଯାୟୀ ,ଆଜି ସକାଳ ପ୍ରାୟ ୯ ଘଟିକା ସମୟରେ ପୋଡାପଡା ଗ୍ରାମର ସମିର ରାଉତ ଓରଫ ବାପି (୨୯)ନାମକ ଯୁବକ ଏକ!-->!-->!-->…