ଗଁଦିଆ ବ୍ଲକ ର ଆଦିବାସୀ ଗ୍ରାମ ନେହେଙ୍ଗେରା ରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଗତ ଅକ୍ଟୋବର ୧ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ଗଁଦିଆ ର ଆଦିବାସୀ ବହୁଳ ଗ୍ରାମ ନେହେଙ୍ଗାରା ଗ୍ରାମରେ " କିସାନ୍ ସ୍ପୋର୍ଟସ କ୍ଲବ " ଆନୁକୁଲ୍ୟରେ ଆଜି ଉଦଯାପନୀ ଉତ୍ସବ ରେ ଢେ଼ଙ୍କାନାଳ ର ପୂର୍ବତନ ବିଧାୟକ ନବୀନ ନନ୍ଦ ମୁଖ୍ୟ ଅତିଥି ରୂପେ ଯୋଗ ଦାନ କରିଥିଲେ ।
ଏହି!-->!-->!-->…