ପୂଜା ଚାନ୍ଦା ୫ ଲକ୍ଷ ଦାବି, ଥାନାରେ ମାମଲା
ଗଣେଶ ପୂଜା ପ୍ରସ୍ତୁତି ବୈଠକରେ ଜୋରଜବରଦସ୍ତ ଚାନ୍ଦା ଆଦାୟ ବାରଣ ରହିଥିଲା । ଚାନ୍ଦା ମାଗିବା ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଚେତାବନୀ ଦେଇଥିଲେ । ମାତ୍ର ଏହାକୁ କେତେକ ଯୁବକ ସଂଘ ନମାନି ସଂଧ୍ୟା ହେଲାମାତ୍ରେ ଘର, ବଜାର ବୁଲି ଚାନ୍ଦା ମାଗୁଛନ୍ତି ।
!-->!-->!-->…