କରେଇଜାଳା ନାଳ ଅପ୍ରୋଚ ରୋଡ଼ ଭାସିଗଲା
ଭୁବନ ବ୍ଲକ ଦୟଣାବିଲ ପଞ୍ଚାୟତ ଅନ୍ତର୍ଗତ କହ୍ନେଇପାଳ ଗ୍ରାମ କୁ ସଂଯୋଗ କରୁଥିବା କରେଇଜଳା ନାଳ କୁ ସଂଯୋଗ କରୁଥିବା ରାସ୍ତା ବନ୍ୟା ପାଣି ରେ ଭାସିଯାଇଛି ।ଏହି ରାସ୍ତା ଦେଇ ଥୋରିଆସନ୍ଧ ଓ ଚାଟିଆସାହି କୁ ଯାତାୟାତ କରନ୍ତି ।୩ ବର୍ଷ ପୂର୍ବରୁ ଏହି ପୋଲ କୁ ସଂଯୋଗ କରୁଥିବା ସଂଯୋଗୀ କରଣ!-->…