ଅନ୍ୟର ଚାଳ ଘର ଫଟୋ ଉଠାଇ , ନିଜ ନାମରେ ଆବାସ କରିବା ଅଭିଯୋଗ
ହିନ୍ଦୋଳ ବ୍ଲକ ଜରଡା ଗ୍ରାମ ପଞ୍ଚାୟତ ଠେଙ୍ଗା ଗ୍ରାମରେ ଜଣେ ଯୋଗ୍ୟ ହିତାଧିକାରୀ ଅଞ୍ଜନା ମୁଦୁଲିଙ୍କ ଚାଳ ଘର ଦେଖାଇ ଓ ଫଟୋ ଉଠାଇ ଆବାସ ଗୃହ ନିଜ ନାମକୁ କରି ନେବା ପାଇଁ ଚେଷ୍ଟା କରିଥିଲେ ୮ନଂ ୱାର୍ଡ ମେମ୍ବର ଚିତ୍ତରଞ୍ଜନ ବେହେରା । ତାଙ୍କର ପକା ଘର ଥିବାରୁ ଜଣେ ଅସହାୟ ଗରିବର ଚାଳ ଘର!-->…