ସାପ କମୁଡ଼ାରେ ଗଲା ଜୀବନ !
ନିହଲପ୍ରସାଦ ଥାନା ନିହଲପ୍ରସାଦ ଗାଁରେ ସାପ କାମୁଡାରେ ଜଣକ ଜୀବନ ଯାଇଛି । ଗାଁର ଜୟରାମ ବେହେରା(୨୬)ଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ ଗତକାଲି ସେ ଖାଇ ସାରି ରାତିରେ ଶୋଇଥିଲେ । ଶୋଇବା ଅବସ୍ଥାରେ ସାପ କାମୁଡି ଦେଇଥିଲା । ଶୋଇଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାଣି!-->!-->!-->…