News
lipub
samparksetu
Browsing Tag

#dhenkanal #dhenkanalupdate

ଜୀବେ ନିଷ୍ଠୁରତା ନିରୋଧ ସଚେତନତା ଶିବିର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ବ୍ଲକ ସ୍ତରୀୟ ଜୀବେ ନିଷ୍ଠୁରତା ନିରୋଧ ଓ ବେଆଇନ ପ୍ରାଣୀ ଚାଲାଣ ନିରାକରଣ ସମ୍ବଦ୍ଧୀୟ ଏକ ସଚେତନତା ଶିବିର ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ହିନ୍ଦୋଳ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ତପନ କୁମାର ବେହେରା ଙ୍କ ଅଧ୍ୟକ୍ଷତା ରେ

ଗର୍ଭବତୀ ମହିଳାଙ୍କୁ ହତ୍ୟା ଘଟଣା, ୭ବର୍ଷ ପରେ ସାଲିଆ ସାହିରୁ ଅଭିଯୁକ୍ତ ଗିରଫ

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସରଦେଇପୁର ଗ୍ରାମରେ ଜନୈକା ଗର୍ଭବତୀ ମହିଳାଙ୍କୁ ଟାଙ୍ଗିଆରେ ହାତ୍ୟା କରିବା ଘଟଣାର ୭ ବର୍ଷ ପରେ ପୋଲିସ ଅଭିଯୁକ୍ତକୁ ଭୁବନେଶ୍ୱର ସାଲିଆ ସାହିରୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି । ଗତ ୨୦୧୬ ମସିହା ଜୁନ ୧୪ ତାରିଖ ରଜସଂକ୍ରାନ୍ତି ଦିନ

ଆରଆଇଙ୍କ କଳା କାରନାମା, ଜାଲ ଦସ୍ତଖତ କରି ଗିରଫ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତହସିଲରେ ରାଜସ୍ୱ ନିରୀକ୍ଷକ ଭାବରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ଜିଲ୍ଲାପାଳଙ୍କ ଦସ୍ତଖତକୁ ନିଜ ସିସିଆର ପୁସ୍ତକ ଜାଲକରି ଗିରଫ ହୋଇଥିବାର ଜଣାପଡିଛି । କାମାକ୍ଷାନଗର ତହସିଲ ଅଧୀନରେ କାର୍ଯ୍ୟ କରୁଥିବା ରାଜସ୍ୱ ନିରୀକ୍ଷଣକ ବିଶ୍ୱନାଥ ପ୍ରଧାନ ଗତ

ଗ୍ରୀଷ୍ମ ପ୍ରବାହରେ ଦାଉ ସାଜିଛି ଟାଟା ପାୱାର

ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆଶାତିତ ବୃଦ୍ଧି ପାଇଥିବା ବେଳେ ସମଗ୍ର ଜିଲ୍ଲା ରେ ଉତ୍ତାପ ପାଖାପାଖି ୪୦ଡିଗ୍ରୀ ଟପିଲାଣି ଯାହା ଫଳରେ ଅଗ୍ନିବର୍ଷା ପରି ପରିବେଶ ସୃଷ୍ଟି ହୋଇଛି । ସକାଳ ୮ରୁ ଆରମ୍ଭ ହୋଇଯାଉଛି ନାହିଁ ନଥିବା ଗରମ ଦିନ ୧୦ ପରେ ଘରୁ ବାହାରକୁ ବାହାରିବା ସମ୍ଭବପର

ଜବରଦଖଲ ଉଚ୍ଛେଦ କୁ ବିରୋଧ !

ପୌରପାଳିକା ପକ୍ଷରୁ ଆଜି ଜୁଆଙ୍ଗ ସାହିରେ ଜବରଦଖଲ ଉଚ୍ଛେଦ ହୋଇଛି । ଯାହାକୁ ବସ୍ତି ବାସିନ୍ଦା ପ୍ରବଳ ବିରୋଧ କରିବାରୁ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ରହିଛି । ପରେ ବସ୍ତି ବାସିନ୍ଦା ଜିଲ୍ଲାପାଳ ଏବଂ ସଦର ବିଧାୟକଙ୍କୁ ଭେଟି ଉଚ୍ଛେଦ ନକରିବା ପାଇଁ ଗୁହାରି କରିଛନ୍ତି । ସୂଚନା ଅନୁଯାୟୀ ,

ଖବର ପ୍ରସାରଣ ର ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟକାରୀ ହେଲା ଅଚଳ ସୋଲାର ପମ୍ପ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ କାଇଁସିରି ଗ୍ରାମରେ ସୋଲାର ପାନୀୟ ଜଳ ପମ୍ପଟି ଦୀର୍ଘଦିନ ହେବ ଅଚଳ ହୋଇ ପଡିଥିଲା ଯାହା ଫଳରେ ଗ୍ରାମବାସୀ ମାନେ ପାନୀୟ ଜଳପାଇଁ ଅସୁଵିଧାର ସମ୍ମୁଖୀନ ହେଉଥିଲେ । କାଇଁସିରି ଗ୍ରାମରେ ବଜରଙ୍ଗୀ ଯୁବ ସଙ୍ଗଠନ ସଦସ୍ୟ ମାନଙ୍କ ଅଭିଯୋଗ ଅନୁସାରେ କ୍ଲବ ନିକଟରେ

ଧାର ଟଙ୍କା ମାଗିବାରୁ ଠେଙ୍ଗା ରେ ମାଡ଼ !

ଧାର ଟଙ୍କାକୁ ନେଇ ଗଣ୍ଡଗୋଳ, ଠେଙ୍ଗା ପାହାର ମାଡ଼ ରେ ଯୁବକ ଗୁରୁତର , ଭୁବନ ଥାନାରେ ଅଭିଯୋଗ । ସୂଚନା ଅନୁଯାୟୀ, ଭୁବନ ଥାନା କୀର୍ତନପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ବର୍ଗତ ରବୀନ୍ଦ୍ର କୁମାର ଧୀର ଙ୍କୁ ଏକମାତ୍ର ପୁଅ ଜ୍ୟୋତି ରଞ୍ଜନ ଧୀର (୩୧) ଜିରାଳ ଗ୍ରାମ ରୁ ଆସି

ସଡ଼କ ଦୁର୍ଘଟଣା ରେ ଯୁବକ ମୃତ, ଦୁଇ ଗୁରୁତର

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ସାତମାଇଲ ଛକରେ କାର ଦୁର୍ଘଟଣାରେ ଜଣେ ଶୋଚନୀୟ ଭାବରେ ମୃତ୍ୟୁବରଣ କରିଥିବା ବେଳେ ୨ଜଣ ଗୁରତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ , ହିନ୍ଦୋଳ ଥାନା ଅନ୍ତର୍ଗତ ସତମାଇଲ ଛକ ନିକଟରେ ଆଜି ଅପରାହ୍ନ ୫ଟା ସମୟରେ ଏକ କାର ଭାରସାମ୍ୟ ହରାଇ ଏକ ଗଛ ରେ ବାଡେଇ

ମହିମା ମହାବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ଢେଙ୍କାନାଳ ଜିଲା ଯୋରନ୍ଦା ମହିମା ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ତରଫରୁ ଚଳିତବର୍ଷର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ଶିକ୍ଷାବିଭାଗର ବରିଷ୍ଠ ପ୍ରାଧ୍ୟାପକ ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ସଦାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ନବାଗତ ଭାଗେ ଯୋଗ

ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଚାଳ ଘର

କଙ୍କଡାହାଡ଼ ବ୍ଲକ କଙ୍କଡାହାଡ଼ ବ୍ଲକ କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ କଣ୍ଟାପାଳ କଲୋନୀ-୧ ରେ ଆଜି ଅପରାହ୍ନ ୨.୩୦ ରେ ଅଗ୍ନିକାଣ୍ଡରେ ଗ୍ରାମର ବୁଧୁରାମ ମାରାଣ୍ଡୀଙ୍କ ଦୁଇ ବଖରା ଚାଳ ଘର,ନଡା ଭାଡ଼ି,ପାଳ ଭାଡ଼ି ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ପୋଡି ଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
error: Content is protected !!