News
lipub
samparksetu
Browsing Tag

#dhenkanal #dhenkanalupdate

ଓଡିଶା ସ୍କିଲ କନକ୍ଲେଭ ପାଇଁ ୪୨ଜଣ ସଦସ୍ୟଙ୍କ ଭୁବନେଶ୍ୱର ଯାତ୍ରା

ଢେଙ୍କାନାଳ ଜିଲ୍ଲାର ବର୍ଗର ୪୨ ଜଣ ସଦସ୍ୟଙ୍କୁ ନେଇ ଓଡିଶା ସ୍କିଲ କନକ୍ଲେଭରେ ଯୋଗଦେବାକୁ ଭୁବନେଶ୍ୱର ଯାତ୍ରା କରିଥିବାର ଜଣାପଡିଛି । ବୁଧବାର ଦିନ ଜିଲ୍ଲାରର ୧୦ଜଣ ଛାତ୍ରଛାତ୍ରୀ ,୧୦ଜଣ ଆଇଟିଆଇ ଓ ପଲିଟେକନିକ ଛାତ୍ରଛାତ୍ରୀ ,୧୦ଜଣ ଶିକ୍ଷକ,ଶିକ୍ଷୟିତ୍ରୀ ,୨ ଜଣ ଓଏସଡିଏ ପିଏଲଟିପି ରୋଲ

କାଇଁସିରି ଗ୍ରାମରେ ସୋଲାର ପମ୍ପ ଅଚଳ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ କାଇଁସିରି ଗ୍ରାମରେ ସୋଲାର ପାନୀୟ ଜଳ ପମ୍ପଟି ଦୀର୍ଘଦିନ ହେବ ଅଚଳ ହୋଇ ପଡିବାରୁ ଗ୍ରାମବାସୀ ମାନେ ପାନୀୟ ଜଳପାଇଁ ଅସୁଵିଧାର ସମ୍ମୁଖୀନ ହେଉଛନ୍ତି । କାଇଁସିରି ଗ୍ରାମରେ ବଜରଙ୍ଗୀ ଯୁବ ସଙ୍ଗଠନ ସଦସ୍ୟ ମାନଙ୍କ ଅଭିଯୋଗ ଅନୁସାରେ କ୍ଲବ ନିକଟରେ ଥିବା ସୋଲାର

ତା’ ଧୂଳି ପରଶେ

ମାଆ ମାଟି ମୋର ମନ୍ଦିର ସମାନଜୀବନଠୁ ପ୍ରିୟତମତା' ଧୂଳି ପରଶେ ହୃଦୟ ସରସେଫୁଟି ଉଠେ ପ୍ରୀତି ପଦ୍ମ ll ଅତି ଆପଣାର ଧୂଳି ମାଟି ତା'ରମଥାରେ ଦେଇ ମୁଁ ବୋଳିଶତ ଜନମର ପୁଣ୍ୟତା ପ୍ରାପ୍ତିରେଆନନ୍ଦେ ଖେଳଇ ଦୋଳି ll ତା ଗିରି, କନ୍ଦର,ତଟିନୀ,ନିର୍ଝରସବୁଜ ବନାନୀ ଶୋଭାରଖିଛି ସାଇତି ତା'

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଓ ଅନୁଗୁଳ ଏନର୍ଜି ପକ୍ଷରୁ ଜାତୀୟ ଅଗ୍ନିଶମ ସପ୍ତାହ ପାଳିତ

ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ଓ ଟାଟା ଷ୍ଟିଲ୍‌ର ଅନ୍ୟତମସହାୟକ କଂପାନି ଅନୁଗୁଳ ଏନର୍ଜି ଲିମିଟେଡ୍ (ଏଇଏଲ୍‌) ପକ୍ଷରୁ ମକ୍ ଡ୍ରିଲ୍ ଓ ବିଭିନ୍ନ ଅଗ୍ନି ନିରାପତା କାର୍ଯ୍ୟକ୍ରମ ସହ ଜାତୀୟ ଅଗ୍ନିଶମ ସପ୍ତାହ ପାଳନ କରାଯାଇଛି । ଏଇଏଲ୍ ପକ୍ଷରୁ ଏକ ପୂର୍ଣ୍ଣ କାଳୀନ ମକ୍ ଡ୍ରିଲ୍

ସ୍ବାସ୍ଥ୍ୟବୀମା କାର୍ଡ ଥାଇ ମଧ୍ୟ ସ୍ବାସ୍ଥ୍ୟସେବାରୁ ବଞ୍ଚିତ

ସରକାରଙ୍କ ତରଫରୁ ମିଳିଛି ସ୍ବାସ୍ଥ୍ୟ କାର୍ଡ ।ଏହା ସତ୍ତ୍ବେ ମଧ୍ୟ ଘରେ ପଡି ରହିଛନ୍ତି ବନମାଳି ।ଅର୍ଥର ଅଭାବର ଯୋଗୁ ଅଧିକ ଚିକିତ୍ସା ହୋଇପାରୁ ନାହିଁ।ପଇସା ପାଇଁ ସମସ୍ତଙ୍କୁ ଗୁହାରି ଜଣାଇଲେ ମଧ୍ୟ କେହି ସହାୟତାର ହାତ ବଢାଉନାହାଁନ୍ତି। ସରକାରଙ୍କ ତରଫରୁ ମିଳିଥିବା ସ୍ବାସ୍ଥ୍ୟବୀମା

ଉଦ୍ଭିଦ ବିଜ୍ଞାନ ବିଭାଗର ଜାତୀୟ ସମ୍ପାନ

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଓଦିଶା ବଟନୀକାଲ ସୋସାଇଟି ଓ ସ୍ନାତକୋତର ବିଭାଗ ମିଳିତ ସହଯୋଗରେ ଏକ ଜାତୀୟ ସୋପାନ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପିକା,ଅଧ୍ୟାପକ,ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ରଣଜିତ୍ କୁମାର

ରାତିଅଧିଆ ବୁଲିଲା ଖଣ୍ଡା, ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ସଦର ଥାନା ଅନ୍ତର୍ଗତ ଟଭାପାଳ ଗ୍ରାମରେ ଅଘଟଣ,ବ୍ଲାଉଜ ସିଲେଇ ପଇସା ନ ଦେବାରୁ ଯୁବକଙ୍କୁ ଗାଁ ଦାଣ୍ଡରେ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ । ଆକ୍ରମଣରେ ସୁନ୍ଦରପଡା ଗାଁର ବିପିନ ପରିଡା ଗୁରୁତର ଅବସ୍ଥାରେ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କୁ କଟକ

ରାଏପୁରା ଆଦିବାସୀ ଗ୍ରାମରେ ପାନୀୟ ଜଳ ସମସ୍ୟା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ରାଇତଳା ଗ୍ରାମ ପଞ୍ଚାୟତ ଅଧୀନ ରାଏପୁରା ଗ୍ରାମ ଆଦିବାସୀ ଅଧ୍ୟୁଷିତ ପ୍ରାୟ ୧୦୦ ପରିବାର ଲୋକ ବାସ କରୁଛନ୍ତି l ଗ୍ରାମରେ ଦୁଇଟି ନଳକୂପ ଅଛି। ସେଥି ମଧ୍ୟରୁ ତାରିଣୀ ମନ୍ଦିର ପାଖରେ ଥିବା ନଳକୂପ ରେ ପଞ୍ଚାୟତ ଅଧୀନ ଏକ ସୋଲାର ପାଣି ଟାଙ୍କି

ଡ଼. ଆମ୍ବେଦକର ଙ୍କ ସ୍ମୃତି ସ୍ଥାନରେ ମହିଳା ମିଶନ କାଫେ ଷ୍ଟଲ୍ କୁ ସଂଗଠନ ପକ୍ଷରୁ ବିରୋଧ ପରେ ଆମ୍ୱେଦକର ଙ୍କ…

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଆମ୍ବେଦକର ଙ୍କ ସ୍ମୃତି ସ୍ଥାନରେ ମହିଳା ମିଶନ କାଫେ ଷ୍ଟଲକୁ ଖୋଲିବାକୁ ନେଇ ଜିଲ୍ଲା ଦଳିତ ମହାସଂଘ, ଭିମ୍ଆର୍ମି ଓ ମିଳିତ ମଞ୍ଚ ପକ୍ଷରୁ ୧୨ ତାରିଖ ଦିନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ହେଉଛି ନିମ୍ନମାନର କାର୍ଯ୍ୟ ,କାର୍ଯ୍ୟ ନସରୁଣୁୁ ଉଠିଲାଣି ପିଚୁ !

ଠିକାଦାର ଏବଂ ବିଭାଗୀୟ ଅଧିକାରୀ ଙ୍କ ମିଲିଭଗତରେ ଚାଲିଛି ଖୁଲମ ଖୋଲା ହରି ଲୁଟ। ଢେଙ୍କାନଳ ଜିଲ୍ଲା କଙ୍କଡାହାଡ ବ୍ଲକର କନ୍ଧରା ଗ୍ରାମରେ। କଙ୍କଡାହାଡ- ଗଡପଳାଶୁଣି ପୂର୍ତ୍ତବିଭାଗ ରାସ୍ତାର କଣ୍ଟାପାଳ କଲୋନୀ ଛକ ଠାରୁ କନ୍ଧରା ଗ୍ରାମ ପର୍ଯ୍ୟନ୍ତ ଏହି ରାସ୍ତା ସଂଯୋଗ କରୁଛି। ପାଖା
error: Content is protected !!