News
lipub
samparksetu
Browsing Tag

#dhenkanal #dhenkanalupdate

ହାତୀ ଆକ୍ରମଣରେ ଆହତ ହୋଇଥିବା ବାଳକ ଚିକିତ୍ସା ପାଇଁ ବନଖଣ୍ଡ ଅଧିକାରୀଙ୍କ ଦ୍ୱାରସ୍ଥ

ହିନ୍ଦୋଳ ବନାଞ୍ଚଳ ଖରିଡାଳି ଗ୍ରାମରେ ମାନସ ନାଏକ ଦୁଇ ଶିଶୁ ପୁତ୍ର ଶ୍ରୀବତ୍ସ ନାଏକ(୧୨) ଓ ଭବାନୀ ନାଏକ (୬)ଙ୍କୁ ଗତ ମାର୍ଚ୍ଚ ୮ ତାରିଖ ରାତିରେ ହାତୀ ଖଣ୍ଡିଆ ଖାବରା କରିଥିଲା l ଶ୍ରୀବତ୍ସର ଆପେଣ୍ଡିକ୍ସ ଏକ ପଟକୁ ହୋଇଥିବା ବେଳେ ଭବାନୀର ବାମ ହାତ ଭାଙ୍ଗି ଯାଇଛି । ବିଭାଗୀୟ ବନପାଳ

କୁଅଁର ଟୁଡୁ ଙ୍କୁ ମିଳିଲା ନ୍ୟାୟ , ସ୍ତ୍ରୀ ର ସୁଧିକ୍ରିୟା କରିବେ କୁଅଁର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାଉଁଶପାଳ ପଞ୍ଚାୟତ ଟାସେରୀ ଆଦିବାସୀ ପଡ଼ାରେ ରହୁଛନ୍ତି କୁଅଁର ଟୁଡୁ ଗତ ଦୀର୍ଘ ୮ବର୍ଷ ହେଲା ସେହି ଗାଁର ମୁଖିଆ କଙ୍ଗାରୁ କୋଟ୍ ରେ ବାଚ୍ଛନ୍ଦ କରିଥିଲେ। ସେହି ଦିନ ଠାରୁ ସେ ଏକାକୀ ବାଚ୍ଛନ୍ଦ ହୋଇ ଚଳୁଥିଲେ । ଗତ ୧୮/୧୧/୨୦୨୨ରେ ତାଙ୍କର ସ୍ତ୍ରୀ

ଅଜଣା ଗାଡ଼ି ଧକ୍କାରେ ମସ୍ତିଷ୍କ ବିକୃତ ଵ୍ୟକ୍ତି ମୃତ

ଭୁବନ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥ ବାଲିଝାଟି ଛକରେ ଜଣେ ମସ୍ତିଷ୍କ ବିକୃତ ବ୍ୟକ୍ତିଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ତାଙ୍କର ଗୋଡ଼ ଏବଂ ହାତରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ଭୁବନ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଆକାଉଣ୍ଟ ଅଧିକାରୀ ଶୁଭକାନ୍ତ ଆଚାର୍ଯ୍ୟ ଙ୍କ

ଦିବ୍ୟଙ୍ଗଙ୍କୁ ମିଳୁନି ସରକାରୀ ସହାୟତା

ଭୁବନ ବ୍ଲକ ମାର୍ଥାପୁର ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ହରିଜନ ସାହିରେ ଅଭୟ ମଳିକ (୩୭) ଜଣେ ଦିଵ୍ୟାଙ୍ଗ ବ୍ୟକ୍ତି ହୋଇଥିଲେ ବି ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି । ଦୁଇ ବର୍ଷ ତଳେ ଏକ ଗାଡ଼ି ଦୁର୍ଘଟଣାରେ ସେ ଡାହାଣ ଗୋଡ଼ ହରାଇଥିଲେ । ବର୍ଷେ ହେବ ସରକାରଙ୍କ ପକ୍ଷରୁ ୮୦

ବିଦ୍ୟୁତ ଠିକା ସଂସ୍ଥାର ବେପାରୁଆ ନୀତି: ରାତିରେ ଘଟିଲା ଦୁର୍ଘଟଣା ,ଅଳ୍ପକେ ବର୍ତିଲେ ବାଇକ ଚାଳକ

ସୂଚନା ଅନୁଯାୟୀ ,ବିନା କୌଣସି ସିଗନାଲ ଦେଇ ବିଦ୍ୟୁତ ବିଭାଗର ଠିକା ସଂସ୍ଥା ବିଦ୍ୟୁତ ଖୁଣ୍ଟ ଗୁଡିକ ଶନିବାର ରାତିରେ ନେଉଥିବା ବେଳେ ଢେଙ୍କାନାଳ ସହର ସ୍ଥିତ କୁଞ୍ଜକାନ୍ତ ଅଞ୍ଚଳରେ ଏକ ଦୁର୍ଘଟଣାରେ ଘଟିଛି । ସମ୍ପୃକ୍ତ ଠିକା ସଂସ୍ଥାର ବେପାରୁଆ ଗାଡ଼ି ଚାଳନା ହେତୁ ସ୍ଥାନୀୟ ଅଞ୍ଚଳର

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର

ଢେଙ୍କାନାଳ ଜିଲ୍ଲା ଭୁବନ ଦେଇ ଯାଇଥିବା ଜାତୀୟ ରିଜପଥ ୫୩ ରେ ବର୍ତ୍ତମାନ ସମୟରେ ପ୍ରାୟ ପ୍ରତ୍ୟେକ ଦିନ ସଡ଼କ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି।ମାତ୍ର ଗୋଟିଏ ଦିନ ପୂର୍ବରୁ ଗାଡି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଯାଇଥିବା ବେଳେ ଆଜି ଦିନ ୧୧ଟା ସମୟରେ ଜଣେ ବୃଦ୍ଧ ଙ୍କୁ ବାଲିଝାଟି

ମଦ୍ୟପାନ କରି ଗାଡି ଚଳାଉଥିଲା ଡ୍ରାଇଭର , ଓଲଟିଲା ଅଟୋ

କପିଳାସ ରାସ୍ତା ଝଣବୋଲୁଅ ନିକଟରେ ଆଜି ଏକ ଅଟୋ (ଓଆର୦୬ଜି୪୨୧୩) ଗଛରେ ପିଟି ହୋଇ ଓଲଟି ପଡିଛି । ଚାଳକଙ୍କ ସମେତ ଅନ୍ୟଜଣେ ଆହତ ହୋଇଛନ୍ତି । ଆହତ ହୋଇଥିବା ଦୁଇ ଜଣ ଢେଙ୍କାନାଳ ସହର ଗୁଡିଆନାଳୀର । ଚାଳକଙ୍କ ନାମ ପ୍ରଶାନ୍ତ ଦାସ ହୋଇଥିବା ବେଳେ ଅନ୍ୟଜଣେ ତାଙ୍କ ସମ୍ପର୍କିୟ ପୁତୁରା ବୋଲି

ଷ୍ଟେସନ ବଜାରରେ ସେକ୍ସ ର‌୍ୟାକେଟ ,କାର ଛାଡି ଗ୍ରାହକ ଫେରାର
ମାଷ୍ଟର ମାଇଣ୍ଡ ସହିତ ଦୁଇ ଯୁବତୀ ଥାନାରେ ଅଟକ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଷ୍ଟେସନ ବଜାରରେ ଏକ ଘରେ ଚାଲିଥିଲା ସେକ୍ସ ର‌୍ୟାକେଟ, ପୋଲିସ ପକ୍ଷରୁ ଚଢାଉ କରି ମାଷ୍ଟର ମାଇଣ୍ଡକୁ ଗିରଫ କରିବା ସହତି ୨ଜଣ ଯୁବତୀକୁ ଥାନାରେ ଅଟକ ରଖିଥିବାର ଜଣାପଡ଼ିଛି । ଟାଉନ ଥାନା ତରଫରୁ ଶନିବାର ରାତିରେ ଥାନା ଏସଆଇ ଶାନ୍ତନୁ କୁମାର

ପୋଖରୀ ରେ ବୁଡ଼ି ଚତୁର୍ଥ ଶେଣୀ ଛାତ୍ର ମୃତ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ, ମୋଟଙ୍ଗା ଥାନା ଅନ୍ତର୍ଗତ ଘୋଡ଼ାଡ଼ିଆଁ ଗ୍ରାମରେ ଏକ ଚତୁର୍ଥ ଶେଣୀର ଛାତ୍ର ପୋଖରୀ ରେ ବୁଡି ମୃତ୍ୟୁ ବରଣ କରିଛି । ସୂଚନା ମୁତାବକ ଆଜି ଦିନ ଏଗାର ବେଳେ ଘୋଡ଼ାଡ଼ିଆଁ ଗ୍ରାମର ଅରୂପ ବିଶ୍ୱାଳ ଙ୍କ ସାନ ପୁଅ ସୂର୍ଯ୍ୟକାନ୍ତ ବିଶ୍ୱାଳ (୧୦) ନିକଟସ୍ଥ
error: Content is protected !!