News
lipub
samparksetu
Browsing Tag

#dhenkanal #dhenkanalupdate

ରାଉଲକେଲା ବିଧାୟକ ଙ୍କ ଢେଙ୍କାନାଳ ରେ ହେଲା ଗାଡ଼ି ଦୁର୍ଘଟଣା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଜାତୀୟ ରାଜପଥ ୫୩ଚୁଳିଆ ଗ୍ରାମ ନିକଟରେ ରାଉଳକେଲା ବିଧାୟକ ତଥା ପୂର୍ବତ୍ତନ ମନ୍ତ୍ରୀ ସାରଦାନାୟକ ଙ୍କ ଫରଚୁନର କାର ଏକ ହାଇଡ୍ରା ସାଙ୍ଗରେ ଧକ୍କା ଦେଇଥିବା ବେଳେ ବିଧାୟକ ଅଳପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି ।ସେ ଗାଡିରେ ରାଉଲକେଲାରୁ କାମାକ୍ଷାନଗର

ପ୍ରଧାନ ଶିକ୍ଷକ ଙ୍କର ମନମୁଖୀ କାର୍ଯ୍ୟକୁ ନେଇ ଅଭିବାବକଙ୍କ ମଧ୍ୟରେ ଅସନ୍ତୋଷ

ଗଁଦିଆ ବ୍ଲକ ଅନ୍ତର୍ଗତ ପୋରୁହଖୋଜ ଗ୍ରାମ ପଂଚାୟତର ପୋରୁହଖୋଜ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସମ୍ପର୍କରେ ଅଭିବାବକ ଓ ପରିଚାଳନା କମିଟିର ସଦସ୍ୟ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି l ସୂଚନା ଅନୁଯାୟୀ , ପ୍ରତି ସରକାରୀ ଉଚ୍ଚ ଓ ପ୍ରାଥମିକ

ଅଧାରେ ଅଟକିଲା ମୁଖ୍ୟ ଚିକିତ୍ସାଳୟ ଲିଫ୍ଟ ,କବାଟ ତାଡି ରୋଗୀଙ୍କୁ କରଗଲା ଉଧାର

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଜି ପୁଣି ଲିଫ୍ଟ ଅଚଳାବସ୍ଥା ଦେଖାଦେଇଛି । ବିଦ୍ୟୁତ ଚାଲିଯିବାରୁ ଲିଫ୍ଟଟ ଅଧାରୁ ଅଟକିଯାଇଥିଲା । ରୋଗୀ ଓ ରୋଗୀ ସମ୍ପର୍କୀୟ ଦୀର୍ଘ ସମୟ ଫସି ରହିଥିଲେ । ସୁରକ୍ଷା କର୍ମୀ କବାଟ ତାଡି ବାହାର କରିଥିବା ଜଣାଯାଇଛି । ସୂଚନା ଅନୁସାରେ, ଆଜି ଅପରାହ୍ନ ସାଢେ

ଆଖି ର ଚାଳିଶିଆ ଦୋଷ କଣ?

ଚାଳିଶିଆ ହେଉଛି ମନୁଷ୍ୟ ଶରୀର ର ଏକ ବୟସ ଜନିତ ପରିବର୍ତନ,ଏହା କୌଣସି ପ୍ରକାର ର ଚକ୍ଷୁ ରୋଗ ନୁହେଁ। ପ୍ରତ୍ୟକ ବ୍ୟକ୍ତି ର ଚକ୍ଷୁ ଭିତରେ ଥିବା ଲେନ୍ସ ନିଜର ଆକୃତି ପରିବର୍ତନ କରିଥାଏ ,ଯାହାପାଇଁ ଆମେ ଉଭୟ ଦୂର ଓ ପାଖ ଜିନିଷ ଦେଖିପାରୁା ବୟସ ବଢିବା ସହିତ ଧିରେଧିରେ ଆମ ଆଖି ର

ଭୁଜାଲିରେ ଆକ୍ରମଣ କରି ଲୁଟ !

୫୩ ନଂ ଜାତୀୟ ରାଜପଥ ଉପରେ ଭୁଜାଲି ରେ ହାଣି ଜଣେ ଖୁଚୁରା ବେପାରୀ ଙ୍କ ଠାରୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଖବର ନେବାରେ ଜଣାଯାଏ କି ,ଭୁବନ ଥାନା ବାଉଁଶକଣ ଗ୍ରାମର ଜ୍ଞାନେନ୍ଦ୍ର ରଥ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଖଣି ଅଞ୍ଚଳ ରେ ତାଙ୍କର ଖୁଚୁରା ବେପାର ସାରି ବାକି ଟଙ୍କା

୬ମାସ ପରେ ମିଳିଲା ନିଖୋଜ ବ୍ୟକ୍ତି ଙ୍କ କଙ୍କାଳ,ବାନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ…

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ପରଜଙ୍ଗ ଥାନା ବାଲିପଶି ଗାଁ ରେ ଅଭାବନୀୟ ଘଟଣା। ୬ମାସ ପରେ ମିଳିଲା ନିଖୋଜ ବ୍ୟକ୍ତି ଙ୍କ କଙ୍କାଳ। ସୂଚନା ମୁତାବକ ବାରାହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିଲା , ମୃତ୍ୟୁ ପରେ ପ୍ରମାଣ ନଷ୍ଟ

ବନ୍ଧ୍ୟାକରଣ ଅପରେସନ ପରେ ବାରଣ୍ଡାରେ ଗଡିଲେ ରୋଗୀ

ରାଜ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଯାରି ରଖିଛନ୍ତି। ଏପରିକି ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ରାଜ୍ୟ ସରକାର ୫ଟି ରେ ମଧ୍ୟ ସାମିଲ କରିଛନ୍ତି। ଏଥିରେ ସ୍ବାସ୍ଥ୍ୟବିଭାଗ ମେଡିକାଲ ଗୁଡିକର ଭିତିଭୂମି ସଯାଡିବା ସହ ଉନ୍ନତ

ସ୍ୱପ୍ନରେ ମୋ ଜଗନ୍ନାଥ

ବର୍ଣ୍ଣ ଶ୍ୟାମଳ ହେଲେ ବି ମୁଖ ମଣ୍ଡଳରେ ଅସାଧାରଣ କାନ୍ତି ଓ ମୃଦୁ ହସଧାରୀ ଭଦ୍ରବ୍ୟକ୍ତି ଜଣଙ୍କ ଆସି ରଙ୍କନିଧି ବାବୁଙ୍କ ସାମ୍ନାରେ ଠିଆ ହୋଇ ପଚାରିଲେ କୁଆଡ଼େ ବାହାରିଲ ବନ୍ଧୁ।ହଠାତ ଚମକି ପଡ଼ିଲେ ରଂକନିଧି ବାବୁ ।ତାଙ୍କ ସାମ୍ନାରେ ଯିଏ ଠିଆ ହୋଇଛନ୍ତି,ସେ ଯେ ଜଣେ ଅସାଧାରଣ ବ୍ୟକ୍ତିତ୍ୱ

ମନରେଗାରେ ଶ୍ରମିକ ବଦଳରେ ରାତିରେ ଜେସିପି କରୁଛି ଶ୍ରମିକ କାମ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଚାନ୍ଦପୁର ପଂଚାୟତରେ ଗୋଟିଏ ପରେ ଗୋଟିଏ ମେସିନ ଲଗେଇ ଠିକାଦାର କାମ କରୁଛି!ଜବ କାର୍ଡଧାରୀ ଶ୍ରମିକ କାମ ନ ପାଇଁ ଘରେ ବସିଥିବା ଅଭିଯୋଗ ହେଉଛି । ଜବକାର୍ଡ ଧାରୀଙ୍କ ପାଇଁ ସରକାର ମନରେଗା ଯୋଜନା କରିଥିଲେ ସୁଦ୍ଧା ଜବକାର୍ଡ ଶ୍ରମିକ ବଞ୍ଚିତ

ଦାବି ପୂରଣ ନ ହେଲେ ପୂର୍ବତନ ସୈନିକ ସଂଘର ଆନ୍ଦୋଳନ ଚେତାବନୀ

ଢେଙ୍କାନାଳ ପୂର୍ବତନ ସୈନିକ ସଂଘ ପକ୍ଷରୁ ସହରସ୍ଥିତ ଲେଖକ ସଂସଦ ଭବନ ଠାରେ ସୋମବାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି କୈଳାସଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ବୈଠକରେ ସଂଘର ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାଜ୍ୟ ଓ ଦେଶବ୍ୟାପୀ
error: Content is protected !!