ସତରେ ତୁମେ ଆସ ଭାରି ଅଝଟ ପଣରେ
ତୁମେ ଆସ ପାହାନ୍ତି ପ୍ରହରେନିଘୋଡ଼ ନିଦରେ,ସ୍ବପ୍ନ ଗାଲିଚାରେକେବେ ପୁଣି ନିଛାଟିଆ ଖରାବେଳେ,ଠାକୁର ଘରେ ଅବା ରୋଷଶାଳା ଠାରେ,କେବେ ପୁଣି ଚମକାଇ ଦିଅଗାଧୁଆ ଘରେ ପାଣିର କଳକଳ ଶବ୍ଦରେ,କେବେ କେବେ କାର୍ଯ୍ୟାଳୟରଟେବୁଲ ଉପରେକୁଢ଼ କୁଢ଼ ଫାଇଲର ଗଦା ଭିତରେ l
ତୁମେ ଆସିବାର ସମୟକାହାକୁ ବା!-->!-->!-->…