ଅଧାରେ ଅଟକିଲା ମୁଖ୍ୟ ଚିକିତ୍ସାଳୟ ଲିଫ୍ଟ ,କବାଟ ତାଡି ରୋଗୀଙ୍କୁ କରଗଲା ଉଧାର
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଜି ପୁଣି ଲିଫ୍ଟ ଅଚଳାବସ୍ଥା ଦେଖାଦେଇଛି । ବିଦ୍ୟୁତ ଚାଲିଯିବାରୁ ଲିଫ୍ଟଟ ଅଧାରୁ ଅଟକିଯାଇଥିଲା । ରୋଗୀ ଓ ରୋଗୀ ସମ୍ପର୍କୀୟ ଦୀର୍ଘ ସମୟ ଫସି ରହିଥିଲେ । ସୁରକ୍ଷା କର୍ମୀ କବାଟ ତାଡି ବାହାର କରିଥିବା ଜଣାଯାଇଛି ।
ସୂଚନା ଅନୁସାରେ, ଆଜି ଅପରାହ୍ନ ସାଢେ!-->!-->!-->…