ଭୁବନ ଅଞ୍ଚଳର ବିକାଶ ରେ ବାଧକ ସାଜୁଛି ଜବରଦଖଲ
ଢେଙ୍କାନାଳ ଜିଲ୍ଲା ଭୂବନ ବିଜ୍ଞାପିତଅଞ୍ଚଳ ବର୍ତ୍ତମାନର ନଗରପାଳ ଶୁଭେନ୍ଦୁ କୁମାର ସାହଙ୍କ ତତ୍ତ୍ଵାବଧାନରେ ବିକାଶ ମୂଳକ କାର୍ଯ୍ୟ ଆଗେଇବାରେ ବୁଦ୍ଧେଶ୍ବର ମନ୍ଦିର ନିକଟସ୍ତ ସାତ ଏକର ଜମି ଜବରଦଖଲ ମୁକ୍ତ କରିବାରେ ମାଇଲ ଖୁଣ୍ଟ ହୋଇଛି l କିନ୍ତୁ ସେହି ଉନ୍ନତ ମୂଳକ କାର୍ଯ୍ୟ ରେ ସାଧାରଣ!-->…