ଦେହସାରା ବଢି ଚାଲିଛି ମାଂସ ପିଣ୍ଡୁଳା
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କୁ ସ୍ୱlସ୍ଥ୍ୟସେବା ଯୋଗାଇବାକୁ କରିଛନ୍ତି ବହୁ ଜନକଲ୍ୟାଣକାରୀ ଯୋଜନା । କିନ୍ତୁ ଅନେକ କ୍ଷେତ୍ରରେ ଏହି ଯୋଜନା କେଵଳ ପ୍ରଚାର ପ୍ରସାର ରେ ସୀମିତ ରହୁଛି ।
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ମାଧପୁର ପଞ୍ଚାୟତ କନ୍ତକୁଳ ଗ୍ରାମର ଧବେଇ ସାହୁ!-->!-->!-->…