News
lipub
samparksetu
Browsing Tag

#dhenkanal #dhenkanalupdate

ପୁଅ

କେବେ ସେ ବିବାହ ବନ୍ଧନରେ ବାନ୍ଧିହୋଇପରିବାରକୁ ଭୁଲେ ନାହିଁ,ତଥାପି ଦୁନିଆ ତାକୁ କୁହେତୁ ପୁଅ ତତେ କଷ୍ଟ ହୁଏ ନାହିଁ। କେବେ ସେ ବାପ ହୋଇ ବିନା ଲୁହରେ କାନ୍ଦେହେଲେ ଦୁନିଆକୁ ଦେଖାଏ ନାହିଁ,ତଥାପି ଦୁନିଆ ତାକୁ କୁହେତୁ ପୁଅ ତତେ କଷ୍ଟ ହୁଏ ନାହିଁ। କେବେ ସେ ପୁଅକୁ କାନ୍ଧରେ ବସାଇସେ

ରୋଗକୁ ଘୃଣା କରି ବୃଦ୍ଧାଙ୍କୁ ପୁତୁରା ଅସହାୟ କରିଦେବା ଘଟଣା ,ଉପ ଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦ୍ଦେଶ

ଅସହାୟ ବୃଦ୍ଧାଙ୍କ ଧନସମ୍ପତ୍ତି ହଡ଼ପ କରିବା ପରେ ଅସୁସ୍ଥ ଅବସ୍ଥାରେ ତାଙ୍କୁ ଘରୁ ତଡ଼ିଦେଇଛି ସମ୍ପର୍କୀୟ ପୁତୁରା । ଅସୁସ୍ଥ ବୃଦ୍ଧା ଏକ କୁଡ଼ିଆ ଘରେ ଦିନ କାଟୁଛନ୍ତି ।ଏ ନେଇ ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ସହ ଗ୍ରାମବାସୀ ଉପଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ

ଶିକ୍ଷାପାଇଁ ବାଧକ ସାଜିଛି ରେଳ ଲାଇନ ,୭୩ ବର୍ଷ ଧରି ଲାଗିରହିଛି ସମସ୍ୟା !

ଢେଙ୍କାନାଳ ଜିଲ୍ଳା ଓଡାପଡା ବ୍ଲକ ଦେଇ ଯାଇଥିବା ତାଳଚେର-ଢେଙ୍କାନାଳ ଏବଂ ଢେଙ୍କାନାଳ-ତାଳଚେର ରେଳ ଲାଇନ ଦିର୍ଘ ୭୩ ବର୍ଷ ଧରି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାକ୍ଷେତ୍ରରେ ବାଧକ ସାଜିଛି । ଓଭରବ୍ରିଜ କିମ୍ବା ଅଣ୍ଡର ବ୍ରିଜ ନଥିବାରୁ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ପହଞ୍ଚିବା

ଅଲୋଡା ପାଲଟିଛି ଆଇ ଲଭ ଢେଙ୍କାନାଳ ସେଲଫି ପଏଣ୍ଟ

ଢେଙ୍କାନାଳ ପ୍ରଶାସନ ଓ ପୌରସଂସ୍ଥା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଶହଶହ ବର୍ଷର ଗଛକୁ କାଟି ସେଲଫି ପଏଣ୍ଟ କରାଯାଇଛି । ମହାତ୍ମାଗାନ୍ଧୀ ମାର୍ଗରେ ଥିବା ଏହି ସେଲଫି ପଏଣ୍ଟ ଏବେ ଅଲୋଡା ହୋଇଯାଇଛି । ରକ୍ଷଣାବେକ୍ଷଣ ଅଭାବ ଯୋଗୁ ଫୁଲ କୁଣ୍ଡରେ ନା ଅଛି ଫୁଲ ଗଛ ନା

ଜଳ ପାଇଁ ହନ୍ତସନ୍ତ ସହର ବାସୀ

ଧିରେ ଧିରେ ତାତି ବଢିବା ସହ ଦେଖା ଦେଲାଣି ଜଳ କଷ୍ଟ । ଅଚଳ ଅବସ୍ଥାରେ ପଡ଼ିରହିଛି ଅନେକ ନଳକୂପ । ଘଟଣାଟି କୌଣସି ଉପାନ୍ତ ଅଂଚଳର ନୁହଁ , ଢ଼େଙ୍କାନାଳ ସହରର । ପାଣି ପାଇଁ ଘଂଟାଏ ଧରି କୂଅକୁ ଅପେକ୍ଷା କରି ରହୁଛନ୍ତି ମହିଳା । ଢ଼େଙ୍କାନାଳ ସହରର ଖମାର ସାହିରେ ପ୍ରାୟ ୩୦ ରୁ ୪୦

ମାଟିର ଗନ୍ଧ

ମା ମାଟି ମାତୃଭାଷାସବୁ ତ ଏଇଠିଭୁଲିବି କିପରିମୋ ଷଠି ଘର ଯେଉଁଠି ॥୧ ମା ମମତା ମାତୃଭୂମିସବୁତ ଏଇଠିଭୁଲିବି କିପରିହଜିଛି ମୋ ପିଲା ଦିନ ଯେଉଁଠି॥୨ ମା ମନ୍ଦିର ମା କୋଳସବୁ ତ ଏଇଠିଭୁଲିବି କିପରି?ହସ ଖେଳ ବିତିଛି ଯେଉଁଠି॥୩ ମା ‍ମାଟିଖେଳ କାଠର କଣ୍ଢେଇସବୁତ ଏତ

ରୋଗକୁ ଘୃଣା କରି ବୃଦ୍ଧାଙ୍କୁ ଅସହାୟ କରିଦେଲା ପୁତୁରା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଯୋଳିି ପଞ୍ଚାୟତ ରୋଡ଼ଙ୍ଗ ଗାଁ ର ଅସହାୟ ଚମ୍ପା ସିଂହ ଙ୍କ ବିଧବା ଭତ୍ତା ,ରାସନ ଚାଉଳ ଏବଂ ଜମି ବାଡି ନେଇ ,ଅସହାୟ କରିଦେଲା ନିଜ ପୁତୁରା ପଙ୍କଜ ସିଂହ। ଦୀର୍ଘ ବର୍ଷ ପୂର୍ବରୁ ନିଜର ସ୍ଵାମୀ ଏବଂ ପିଲାମାନେ ଏକା କରିକି ଆରପାରିକୁ ଛାଡ଼ି

ଶିଶୁ ଶ୍ରମିକ ଲଗାଇ ବିନା ସୂଚନା ଫଳକ ରେ ଚାଲିଛି ପାଚେରୀ କାମ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଯୋଳି ପଞ୍ଚାୟତ ରୋଡଙ୍ଗ ଗ୍ରାମର ନିର୍ମାଣ କରାଯାଇଥିବା ବନ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟର ପାଚେରୀ କାମ ବିନା ସୂଚନା ଫଳକରେ ବନ ବିଭାଗ ଅଧିକାରୀ ଓ ଠିକା ଦାରଙ୍କ ମଧୁ ଚନ୍ଦ୍ରିରେ ଚାଲିଛି କାମ। ନିମ୍ନ ମାନର ଇଟା ସହିତ ନିମ୍ନ ମାନର ବାଲି

ମୁଁ ସ୍ଵାଧୀନତା ଦେଇଛି

ଦେଶ କୁ ସ୍ଵାଧୀନତା ମିଳିନଥାଏ। ଗାନ୍ଧିଜୀ ଭାରତ ଛାଡ ଆନ୍ଦୋଳନ ର ଡାକରା ଦେଇଥାନ୍ତି। ପୁରା ଦେଶ ଚଳ ଚଞ୍ଚଳ ହୋଇଉଠି ଥାଏ। ସେହି ସମୟରେ ଆମ ଓଡ଼ିଶା ର ଗୋଟେ ଛୋଟ ଗାଁ ସରଧାପୁର ର ସତ୍ୟାନନ୍ଦ ମହାପାତ୍ର ଯିଏ କି ଶିକ୍ଷକତା ଛାଡ଼ି ଆନ୍ଦୋଳନ ରେ ଯୋଗ ଦେଇଥାନ୍ତି। ତାଙ୍କ ଘରେ ଆନ୍ଦୋଳନକାରୀ

ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

କାମାକ୍ଷାନଗର ଥାନା କୋଟଗରା ପଞ୍ଚାୟତ ର ଶୁକଦେବ ପ୍ରଧାନ(୭୦ ) ଗତ ମାସ ୨୮ ତାରିଖ ରେ ବ୍ୟାଙ୍କ କୁ ଭତ୍ତା ଟଙ୍କା ପାଇଁ ଆସିଥିଲେ। ହେଲେ ସେହି ଦିନ ଠାରୁ ସେ ଆଉ ଘରକୁ ଫେରିନଥିଲେ । ଘର ଲୋକ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ। ଆଜି କିଛି ଲୋକ ଗାଁ ପାଖ
error: Content is protected !!