Browsing Tag
#dhenkanal #dhenkanalupdate
ଗଁଦିଆ ବ୍ଲକରେ ବିଦ୍ୟୁତ ସମସ୍ୟା , ଚାଲୁ ହେଉନି ନୂତନ ଗ୍ରୀଡ ସବଷ୍ଟେସନ
ଗଁଦିଆ ବ୍ଲକରେ ନିରବିଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଣ ପାଇଁ ଅନେକ ଦାବି ଓ ପ୍ରତିବାଦ ସତ୍ୱେ ବ୍ଲକ ବାସୀଙ୍କର ଆଶା ଆଶାରେ ରହିଗଲା । ବିଗତ ଦିନଠାରୁ ଆଜି ପର୍ଯ୍ୟନ୍ତ ଅନୁଶୀଳନ ରୁ ଜଣାପଡେ ଏମିତି ଏକ ଦିନ ନାହିଁ ଯେଉଁଦିନ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇନାହିଁ ।
ପ୍ରତିଦିନ ଏଠାରେ ବିଦ୍ୟୁତ!-->!-->!-->…
ଭୁବନ ଅଞ୍ଚଳରେ ବଢିଚାଲିଛି ଲୁଟ !
ଭୁବନ ଥାନା ଅଧିନରେ ଥିବା ଜାତୀୟ ରାଜପଥ ୫୩ର ଭୁବନ ବିଜ୍ଞାପିତ ଅଚଂଳ ପରିଷଦର ଗଉଡମାଳିଆ ବନ୍ଧ ନିକଟରେ ଜଣେ ପୂର୍ବତନ କାଉନସିଲରଙ୍କ ଠାରୁ ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ବାର ହଜାର ଟଙ୍କା । ଖବର ନେବାରେ ଜଣାଯାଇଛି ଯେ, ଭୁବନ ବିଜ୍ଞାପିତ ଅଚଂଳ ପରିଷଦର ପୂର୍ବତନ କାଉନସିଲର କୋଦଣ୍ଡଧର!-->…
ହିନ୍ଦୋଳ ରେ ଲାଲ ବୁଲେଟ ଆତଙ୍କ
ଲାଲ ବୁଲେଟ ରେ ଦୁର୍ବୃତ୍ତ ମାନେ ଆସି ବିଭିନ୍ନ ମାରଣାସ୍ତ୍ର ଦେଖାଇ ସାଧାରଣ ଲୋକ ଙ୍କୁ ଭୟଭୀତ କରାଇ ଲକ୍ଷାଧିକ ଟଙ୍କା ଲୁଟି ନେଇ ଥିବା ପରି ଘଟଣା ଆଜି ସ୍ପଷ୍ଟ ଦିବାଲୋକ ରେ ହିନ୍ଦୋଳ ଏନ୍.ଏ.ସି. ଅଞ୍ଚଳ ରେ ଘଟିଛି। ଯାହାକି ଡକାୟତି କରୁଥିବା ଦୁର୍ବୃତ୍ତ ମାନେ ପୋଲିସ କୁ ଖୋଲା ଚ୍ୟାଲେଞ୍ଜ!-->…
ବିନା ସୂଚନା ଫଳକରେ ପାଚେରୀ କାମ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମକୁଆକାଟେଣି ପଞ୍ଚାୟତ ଅନ୍ତର୍ଗତ ହଳଦୀକୁଣ୍ଡି ଗ୍ରାମର ମହାପାଟ ଠାକୁରାଣୀ ପୀଠରେ ପାଚେରୀ କାମ ଚାଲୁ ଥିବା ବେଳେ ବିନା ସୂଚନା ଫଳକରେ ଚାଲିଛି ପାଚେରୀ କାମ। କାମ ଆରମ୍ଭରୁ ଶେଷ ହେବାକୁ ହେଲାଣି ପଛେ ଏପର୍ଯ୍ୟନ୍ତ ଲାଗି ପାରିଲା ନାହିଁ ସୂଚନା ଫଳକ।
!-->!-->…
ଏକ ଲକ୍ଷ ଟଙ୍କା ପାଇଁ ସ୍ତ୍ରୀ କୁ ମାରିଲା ସ୍ୱାମୀ !
ଢେ଼ଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ବାମ ପଞ୍ଚାୟତ କିର୍ତନପୁର ସାଗବାରି ଗାଁ ର ତୀର୍ଥ ବାସୀ ମହାନ୍ତ ଙ୍କ ସ୍ତ୍ରୀ କୁନି ମହାନ୍ତ। ଆଜକୁ ୫ ବର୍ଷ ପୂର୍ବେ ଭଲ ପାଇ ବିଭାହ କରିଥିଲେ। ଦୁଇଜଣ ଙ୍କ ବିବାହ ପରେ ବେସ ଖୁସି ରେ ରହିଆସୁଥିଲେ ସ୍ଵାମୀ ସ୍ତ୍ରୀ।
ସ୍ତ୍ରୀ ର ଯୌତୁକ ଉପରେ ନଜର!-->!-->!-->…
ଲକ୍ଷାଧିକ ଟଙ୍କାର ମଦ ଓ ରନ୍ଧା ସରଞ୍ଜାମ ନଷ୍ଟ କଲା ଅବକାରୀ ବିଭାଗ
ଗଁଦିଆ ଅବକାରୀ ବିଭାଗ କୁ ମିଳିଛି ବଡ଼ ସଫଳତା ଦୀର୍ଘ ଦିନ ଧରି ଉକ୍ତ ବ୍ଲକର ତଳ କାଶୀପୁର ଗ୍ରାମର ସନ୍ନିକଟ ପ୍ରଭାହିତ ବ୍ରାହ୍ମଣୀ ନଦୀ ପଠାରେ ବେଆଇନ ଭାବରେ ରନ୍ଧା ଯାଉଥିବା ଦେଶୀ ମଦ କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ପାଇଁ ଅବକାରୀ ବିଭାଗ ପକ୍ଷରୁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇ ଆଜି!-->…
ଗଛ ତଳେ ଦଦରା କୁଡ଼ିଆରେ ଦିନ କାଟୁଛନ୍ତି ଭଗବାନ
ଗଛ ତଳେ ଦଦରା କୁଡ଼ିଆ,ଚାରି ଖଣ୍ଡ ଦୁର୍ବଳ ବାଉଁଶକୁ ସାହାର କରି ଛିଡ଼ା ହୋଇଛି। ଦିନରେ ସୂର୍ଯ୍ୟ ତ ରାତିରେ ଆତଯାତ ହେଉଛନ୍ତି ଜହ୍ନତାରା। ଜଙ୍ଗଲୀ ଜନ୍ତୁଙ୍କ ପ୍ରାଦୁର୍ଭାବ ଭିତରେ ଡିବିରିକୁ ଆଶ୍ରା କରି ଏଭଳି ଏକ ନିର୍ଜନ ସ୍ଥାନରେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ଭଗବାନ ନାୟକ। ସମସ୍ତେ!-->…
ବିଷାକ୍ତ ମନ
ମନ ମଧୁର କଥା ଶୁଣିବା ଉଚିତ ଓ ମଧୁର ସ୍ମୃତି କୁ ମନେ ପକାଇଲେ ତାହା ଶିକ୍ଷଣୀୟ ହୋଇଥାଏ। ମନ ମଧୁର କାର୍ଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ କରିବା କଥା। ଅପରିଷ୍କାର କଥା ଓ ଭାବନା ମନ ଓ ହୃଦୟ କୁ କଳୁଷିତ କରିଥାଏ। ମନ ଟି ସେହି ଅନୁସାରେ ପରିଚାଳିତ ହେଵାଫଳରେ ପରବର୍ତ୍ତୀ!-->…
କପିଳାସ ପାହାଚ ଚଢ଼ୁ ଚଢ଼ୁ ଚାଲିଗଲା ଜୀଵନ !
ଢେଙ୍କାନାଳ ପ୍ରସିଦ୍ଧ ଶୈବପୀଠ କପିଳାସରେ ଜାଗର ଯାତ୍ରା ଅବସରରେ ଅଘଟଣ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।ମୃତକ ହେଲେ ଯାଜପୁର ଜିଲ୍ଲା କୁଆଖିଆ ଥାନା ଶିରିବନ୍ତପୁର ଗ୍ରାମର ପିତବାସ କାଣ୍ଡି ।
ପିତବାସ କାଲି ନିଜ ସାଙ୍ଗ ମାନଙ୍କ ସହ କପିଳାସ ପୀଠକୁ ଜାଗର ଯାତ୍ରା ଦେଖିବାକୁ ଆସିଥିଲେ!-->!-->!-->…