ମୃତ୍ୟୁ ସହ ଲଢେଇ କରୁଥିବା ମେଧାବୀ ଛାତ୍ରୀ ପ୍ରିୟଦର୍ଶନୀ ସାହୁ ଙ୍କୁ ମିଳିଲା ସହାୟତା
ସ୍ୱପ୍ନ ଥିଲା ପାଠ ପଢି ଡାକ୍ତର ହେବାର । ଜୀବନରେ ସଂଘର୍ଷ ମଧ୍ୟ ଚାଲିଥିଲା l ଜଣେ ମେଧାବୀ ଛାତ୍ରୀ ହୋଇ ମନ ଦେଇ ପାଠ ମଧ୍ୟ ପଢୁଥିଲେ ହେଲେ ଏବେ ଦୁଇଟି ଯାକ କିଡନୀ ଖରାପ ପାଇଁ ଜୀଵନ ମରଣ ସହ ଲଢେଇ କରୁଛନ୍ତି ।
ଘଟଣାଟି ହେଉଛି ,ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଘଟିପିରି ପଞ୍ଚାୟତ!-->!-->!-->…