News
lipub
samparksetu
Browsing Tag

#dhenkanal #dhenkanalupdate

ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ଗୁରୁତର

ରାସୋଳ ଥାନା ରାସୋଳ ଗ୍ରାମ୍ୟ ବ୍ୟାଙ୍କ ନିକଟରେ ଆଜି ଅପରାହ୍ନ ରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହେଇଥିବା ଜଣା ଯାଇଛି। ଖବରରୁ ଜଣା ଯାଏ ମୋଟୋଙ୍ଗା ଥାନା ଧଳପୁର ଗ୍ରାମର ଶଶୀଭୂଷଣ ବେହେରା କୌଣସି କାମରେ ରାସୋଳ ଆସୁଥିବା ବେଳେ ଅପରପାର୍ଶ୍ବ ରୁ ଏକ ଅଜଣା ଗାଡ଼ି

ରୋଗରୁ ମୁକ୍ତି ପାଇଁ ଚେଙ୍କ ଚିକିତ୍ସା ଘଟଣା ,ଗ୍ରାମରେ ପହଁଞ୍ଚିଲା ପୋଲିସ ,ପ୍ରଶାସନ ଓ ଡାକ୍ତର ଟିମ୍

ଅନ୍ଧବିଶ୍ୱାସ ବଶବର୍ତ୍ତୀ ହୋଇ ଅବା ପ୍ରଶାସନ ଅଭହେଳା ଯୋଗୁଁ ବିକାଶର ଧାରା ନ ପହଞ୍ଚିବା କାରଣରୁ ପେଟ ରୋଗ , ଅଣ୍ଟା ରୋଗ, ମୁଣ୍ଡ ଓ ସାପ କାମୁଣ୍ଡିବା ଓ ଝାଡା ବାନ୍ତି ରୋଗର ନିରାକରଣ ପାଇଁ କଙ୍କଡ଼ାହାଡ଼ ବ୍ଲକ୍ କୁମ୍ଭୀରୀ ମୁଣ୍ଡା ଏକ କୁଡ଼ମୀ ସଂମ୍ପ୍ରଦାୟର ଅନ୍ଧବିଶ୍ୱାସକୁ ଭରଷା କରି

ଓ୍ଵାର୍ଡ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

ଆଜି ସକାଳ ୧୧ ଘଟିକା ସମୟରେ ଓ୍ଵାର୍ଡ ନମ୍ଵର ୧୪ ,ପୁରୁଣା ରେକୁଳା ଗାଁ ପଡିଆଠାରେ ,ଓଡ଼ିଶାରେ ଦିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଳିଷ୍ଠ ନେତୃତ୍ବରେ ଆୟୋଜିତ ହକି ବିଶ୍ଵ କପ୍ କୁ ନେଇ କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ

ମୁଁ କାହିଁକି କାନ୍ଦେ

କୋହଭରା କାନ୍ଦ କାନ୍ଦନ୍ତି ସଭିଏଁଏଇ ଛୁଟିଆ ସଂସାରେ,ବିନା କୋହରେ ମୁଁ କାହିଁକି ଯେ କାନ୍ଦେଆଜି ମୁଁ ଜାଣି ନପାରେ..! ମିଛରେ କାହିଁ ଏଠି କାନ୍ଦୁଛି ମୁହିଁକରନ୍ତି ସବୁ ବାରଣ,ମନ ବିଚଳିତ ହୁଏ ବାରମ୍ବାରଖୋଜେ ମୁଁ ବସି କାରଣ। ମନର ଯନ୍ତ୍ରଣା ମନେ ଲିଭିଯାଏପାରେନା କାହାକୁ କହି,ସବୁ

ଆବାସ ଯୋଜନା ରୁ ବଞ୍ଚିତ ଭିନ୍ନକ୍ଷମ ଦମ୍ପତି

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କୁନୂଆଁ ପଞ୍ଚାୟତ ବେଲ ବାହାଳି ଗ୍ରାମର ଏକ ଭିନ୍ନ କ୍ଷମ ଦମ୍ପତି ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ବେଳେ ତାଙ୍କୁ ତୁରନ୍ତ ବାସ ଗୃହ ଯୋଗାଇ ଦେବା ପାଇଁ ସାଧାରଣ ରେ ଦାବୀ ହୋଇଛି । ସୂଚନା ଅନୁଯାୟୀ , ବେଲବାହାଳି ଗ୍ରାମର ନିରଦ ନାଏକ ମୂକ ବଧିର ହୋଇ

ଅଁଳାବେରେଣୀ ଠାରେ ଅଙ୍ଗନବାଡ଼ି କର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

କାମାକ୍ଷାନଗର ଉପଖଣ୍ଡର ଅଁଳାବେରେଣୀ ଅଙ୍ଗନବାଡ଼ି କେନ୍ଦ୍ର ପରିସର ମଧ୍ୟରେ ୨୪୪ଟି କେନ୍ଦ୍ରର କର୍ମୀ ଙ୍କ ଉପସ୍ଥିତିରେ ସରକାରଙ୍କର କର୍ମୀ ଙ୍କ ପ୍ରତି ଉଦାସୀନ ମନୋଭାବ ଓ ମାନସୀକ ଯନ୍ତ୍ରଣା ମଧ୍ୟରେ ଗତି କରୁଥିବା ସଂପର୍କରେ ଆଲୋଚନା କରିଥିଲେ। ଭାରତୀୟ ମଜଦୁର ସଂଘ ଢେଙ୍କାନାଳ ଜିଲ୍ଲା

ଢେଙ୍କାନାଳ କାପୁଡିଆ ସମାଜ ର ଦ୍ଵିତୀୟ ବାର୍ଷିକ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

ହିନ୍ଦୋଳ ଉପଖଣ୍ଡ ରାସୋଳ ବଜାର ସ୍ଥିତ ସ୍ଵପ୍ନେଶ୍ୱର ମନ୍ଦିର ପରିସରରେ ଆଜି ଜିଲ୍ଲା କାପୁଡ଼ିଆ ସମାଜ ର ଦ୍ବିତୀୟ ବାର୍ଷିକ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ କୁ ରାଜ୍ୟ କାପୁଡ଼ିଆ ସମାଜ ସଭାପତି ନବକିଶୋର ଗୁରୁ ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ

ରାଇସମିଲ ପାଲଟିଛି ଧାନମଣ୍ଡି !

ଚାଷୀମାନଙ୍କର ସୁବିଧା ପାଇଁ ସରକାର ଅନଲାଇନ ମାଧ୍ୟମରେ ଟୋକନ ସିଷ୍ଟମ କରି ଧାନ କ୍ରୟ କରୁଛନ୍ତି। ଚଳିତବର୍ଷ ଧାନ କ୍ରୟପାଇଁ ସମବାୟ ସମିତି ଓ ମହିଳା ଗୋଷ୍ଠୀଙ୍କ ଦ୍ବାରା ଧାନମଣ୍ଡି ଚାଲିବା ପାଇଁ ସରକାରୀ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଚଳିତବର୍ଷ କିଛି ଦଲାଲ ମାନେ ସିଧା ସଳଖ ଟ୍ରାକ୍ଟରରେ

ଅଚିହ୍ନା ନାୟିକା-୩

ବହୁ ଦିନପରେ ଦେଖାହେଲା ପୁଣିସେହି ଅଚିହ୍ନା ନାୟିକା,ଏତେଦିନ ପରେ ଅଚାନକ ଦେଖିଛାତିରେ ପଶିଲା ରକା। କଜଳ ପୂରିତ ନୟନ ଯୁଗଳଆକର୍ଷିତ କରୁଥିଲା,ମୁରୁକି ମୁରୁକି ହସିଦେଇ ଆଜିସଅଳ ସେ ଚାଲିଗଲା। ମୁଖକୁ ଦେଖିଲେ ଲାଗୁଥିଲା ସତେରାଜହଂସିନୀଟେ ପରି,ଅପୂର୍ବ ରୂପକୁ ଦେଖିବା ପାଇଁକିଆଖି ମୋର
error: Content is protected !!