Browsing Tag
#dhenkanal #dhenkanalupdate
୧୦ଟଙ୍କାକୁ ନେଇ ଛୁରା ମାଡ !
ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଚନ୍ଦନ ବଜାରରେ ୧୦ଟଙ୍କାକୁ ନେଇ ଜଣେ ଯୁବକଙ୍କୁ ଛୁରା ମାଡ ହୋଇଥିବାର ଜଣାପଡିଛି ।ଚନ୍ଦନ ବଜାରର ଅଜୁ ବେହେରା କୌଣସି କାର୍ଯ୍ୟରେ ନିକଟସ୍ଥ ଚମାର ସାହିକୁ ଯାଇ ଫେରୁଥିଲେ ।
ଫେରୁଥିବା ସମୟରେ ବିଦ୍ୟାଳୟ ନିକଟରେ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଦଶ ଟଙ୍କା!-->!-->!-->…
ଘରୁ ଟାଣିଆଣି କଚାଡିଦେଲା ହାତୀ ,ଯୁବକ ମୃତ
ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ କୁନୁଆଁ ପ୍ରଧାନୀ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । କୁନୁଆଁ ପଧାନୀ ଗ୍ରାମରେ ସୁବ୍ରତ ନାଏକ ସପରିବାରେ ଘରେ ଶୋଇଥିବା ବେଳେ ବୁଧବାର ରାତିରେ ହାତୀ ମାଟି କାନ୍ଥ ଭାଙ୍ଗି ଧାନ ଖାଇବାକୁ ଘରେ ପଶି ଯାଇଥିଲା ।
ହାତୀକୁ ଦେଖି!-->!-->!-->…
ରଖିବା ତ୍ରିରଙ୍ଗା ଟେକ
ଭାରତ ମାତାର ଜୟଗାନ କରି ରଖିବା "ତ୍ରିରଙ୍ଗା "ଟେକ ଗଣତନ୍ତ୍ର ଦିନ ପାଳିବାରେ ଆଜି ଶୁଣି ମାଆ!-->…
୨ ମୂଲ୍ୟବାନ ଜୀଵନ ଚାଲିଗଲା ପରେ ପଶିଲା ଚେତା !
ଢେଙ୍କାନାଳ ଜିଲ୍ଳା ୫୫ ନମ୍ବର ଜାତୀୟ ରାଜପଥର ପଞ୍ଚୁପଟି ରେଙ୍ଗାଳୀ କେନାଲ ନିକଟରେ ଭାରସାମ୍ୟ ହରାଇ ଏକ ପର୍ଯ୍ୟଟକ ବସ କେନାଲ ଭିତରକୁ ଖସିପଡିବା ଯୋଗୁ ୨ଜଣ ମହିଳା ଙ୍କର ଶୋଚନୀୟ ମୃତ୍ୟ ଘଟିଥିଲା । ରାସ୍ତାରେ କୌଣସି ଡାଇଭର୍ସନ ମାର୍କର ନଥିବାରୁ ବସଟି କେନାଲ ଭିତରକୁ ଖସି ପଡିଥିଲା ।
!-->!-->!-->…
ବନ୍ୟପ୍ରାଣୀଙ୍କ ପାଇଁ ଅସୁରକ୍ଷିତ ଢେଙ୍କାନାଳ ବନଖଣ୍ଡ !
ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ରେଞ୍ଜ ଖଜୁରିଆକଟା ସେକସନ ଅନ୍ତର୍ଗତ ଦୁଦୁରକୋଟ ନିକଟସ୍ଥ ବାରିହା ରଗଡି ଗ୍ରାମ ନିକଟରେ ଏକ୍ କଲରାପତରିଆ ବାଘର ମୃତ୍ୟୁଘଟିଛି । ବାଘର ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ସ୍ପଟ ହୋଇ ନଥିବା ବେଳେ ବାରହା ଶିକାର ପାଇଁ ବିଦ୍ୟୁତ ଫାଶ ନା ବିଷ ପ୍ରକୀୟା ଯୋଗୁ!-->…
ଢେଙ୍କାନାଳ ଜିଲ୍ଳା ୬୬୨ କଲେଜ ସଙ୍ଘ ତରଫରୁ କ୍ୟାବିନେଟ ନିଷ୍ପତିର ପ୍ରତିବାଦ
ଢେଙ୍କାନାଳ ଜିଲ୍ଳା ୬୬୨ କଲେଜ ସଙ୍ଘ ତରଫରୁ କ୍ୟାବିନେଟ ନିଷ୍ପତିର ପ୍ରତିବାଦ କରାଯିବା ସହିତ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଗତ ଡିସେମ୍ବର ୩୦ ତାରିଖରେ ଅନୁଷ୍ଠିତ କ୍ୟାବିନେଟ ନିଷ୍ପତିରେ ଅବିକଳ ୭ମ ବେତନ କମିଶନ ଆଧାରରେ ଦରମା ପ୍ରଦାନ ପାଇଁ ନିଷ୍ପତି ହୋଇଥିବା!-->…
ବ୍ରାଉନ ସୁଗାର ସହିତ ୨ ଗିରଫ
ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ରାମେଶ୍ୱରପୁର ଶନିମନ୍ଦିର ନିକଟରେ ଦୁଇ ଜଣ ବ୍ରାଉନ ସୁଗାର ବ୍ୟବସାୟୀଙ୍କୁ ପୋଲିସ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୨୪ ଗ୍ରାମ ୯୪୦ ମିଲିଗ୍ରାମ ବ୍ରାଉନ ସୁଗର,ମୋଟର ସାଇକେଳ ଓ ମୋବାଇଲ ଫୋନ ଜବତ କରିଥିବାର ଜଣାପଡିଛି । ମଙ୍ଗଳବାର ରାତି ସାଢେ ୧୧ଟା!-->…
ନିୟୁ ଇଅର ସେ ଫୋନ କଲ
ଡାଇନିଂ ହଲ ପାର୍ଶ୍ୱରେ ଟି ପଏ ଉପରେ ଫୋନଟା ବାରମ୍ବାର ରିଙ୍ଗ ହୋଇ ବନ୍ଦ ହେଲା କିନ୍ତୁ କଲଟିକୁ କେହି ବି ଉଠେଇବାର ଆଭାସ ନଥିଲା । କିନ୍ତୁ ସ୍ୱପ୍ନାର କାନରେ ରିଙ୍ଗ ହବାର ଶବ୍ଦ ବାଜିଥିଲେ ମଧ୍ୟ କଲ ରିସିଭ କରିବାର ସତସହାସ ନଥିଲା ।ଯଦିଓ ଥରେ ଦୁଇଥର ବିଛଣା ଛାଡି ଉଠି ଆସିଛି ହେଲେ ଫୋନ!-->…
ଜିରାଳ ମହାବିଦ୍ୟାଳୟ +୨ ଏନ୍. ଏସ. ଏସ. ୟୁନିଟ୍ ର ଶୀତ କାଳୀନ ସ୍ଵତନ୍ତ୍ର ଶିବିର ଉଦଯାପିତ
ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ମହାବିଦ୍ୟାଳୟ +୨ ଏନ୍.ଏସ୍.ଏସ୍. ୟୁନିଟ ର ଶୀତକାଳୀନ ସ୍ଵତନ୍ତ୍ର ଶିବିର ବେଢାପାଳ ଗ୍ରାମ ଠାରେ ଉଦଯାପିତ ହୋଇଯାଇଛି । ୭ ଦିନ ଧରି ଚାଲିଥିବା ଏହି ଶିବିରକୁ ଏନ୍.ଏସ.ଏସ. ସଂଯୋଜକ ଶ୍ରୀ ସୁବ୍ରତ କୁମାର ପରିଡ଼ା ପରିଚାଳନା କରୁଥିଲେ ।
ଏହି ଶିବିରରେ ୫୦ ଜଣ!-->!-->!-->…