ମଣ୍ଡିରେ ଧାନ ଦେଇ ଚାଷୀ ହତାଶ ,୨୪ ଘଣ୍ଟା ନୁହେଁ ୧୧ ଦିନ ପରେ ବି ମଳୁନି ଧାନ ଟଙ୍କା
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଇନ୍ଦିପୁର ସେବା ସମବାୟ ସମିତି ଜରିଆରେ ଧାନ ମଣ୍ଡିରେ ଧାନ ଦେଇ ଚାଷୀମାନେ ହତାଶ ହୋଇ ପଡିଛନ୍ତି । ସରକାରଙ୍କ ନିୟମ ଅନୁସାରେ ଧାନ ମଣ୍ଡିରେ ଦେବା ପରେ ଚବିଶ ଘଣ୍ଟା ରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପ୍ରଦାନ କରାଯିବ ।
ଚଳିତ ମାସ ୧୦ତାରିଖ ଦିନ!-->!-->!-->…