ରକେନାଲ ରେ ବୁଡ଼ିଯାଇ ମହିଳା ମୃତ
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅଞ୍ଚଳରେ ପତଳା ଗ୍ରାମ ନିକଟସ୍ଥ ରେଙ୍ଗାଳି ଦକ୍ଷିଣ କେନାଲ ରେ ଜଣେ ମହିଳା ଗାଧୋଇବା ବେଳେ ପାଣି ରେ ବୁଡ଼ିଯାଇ ପ୍ରାଣ ହରାଇଥିବା ଜଣାପଡିଛି । ମହିଳା ଜଣଙ୍କ ହେଉଛନ୍ତି ହିନ୍ଦୋଳ ରୋଡ ଫାଣ୍ଡି ଅନ୍ତର୍ଗତ ଏକଘରିଆ ଗ୍ରାମ ର ନିହଲି ବେହେରା( ୬୦) ତାଙ୍କ!-->…