ବେଶ ଧୁମଧାମ ରେ ପାଳନ ହେଲା ଟୁସୁ ପର୍ବ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅଧିନସ୍ଥ ପଞ୍ଚୁପଡା ସ୍ଥିତ ମାଣିକ ଘାଗି ଠାରେ କୁଡୁମି ସମ୍ପ୍ରଦାୟ ଙ୍କ ଟୁସୁ ପର୍ବ ବେଶ ଧୁମ ଧାମ ରେ ପାଳିତ ହୋଇଯାଇଛି ।
ଏହି ପର୍ବ କୁଡୁମି ସମ୍ପ୍ରଦାୟ ମାନଙ୍କ ଇଂରାଜି ନବ ବର୍ଷ ର ପ୍ରଥମ ପର୍ବ ହୋଇଥିବା ବେଳେ, ଏହାକୁ ସେମାନେ ବେଶ ଆଡମ୍ବର!-->!-->!-->…