News
lipub
samparksetu
Browsing Tag

#dhenkanal #dhenkanalupdate

ଦୁଃଖକଷ୍ଟରେ ଦିନ କାଟୁଛନ୍ତି ଆରତବନ୍ଧୁ ଙ୍କ ପରିବାର ,ଘରେ ବସିଛି ରୋଗାଗ୍ରସ୍ତ ପୁଅ

ସ୍ବପ୍ନ ଥିଲା ପାଠ ପଢି ଚାକିରି କରି ବାପାମାଆଙ୍କ ଦୁଃଖ ଦୂର କରିବ । କିନ୍ତୁ ଆଜିକୁ ୫ ମାସ ପୂର୍ବରୁ ହଠାତ୍ ମୁହଁ ପାଦ ଫୁଲିବାକୁ ଲାଗିଲା, ତେବେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ନେବାରୁ ଜଣା ପଡିଲା ଯେ ତାଙ୍କର ଦୁଇଟି କିଡନୀ ଖରାପ, ପାଦ ତଳୁ ମାଟି ଖସିଗଲା ବାପା ମା ଙ୍କର l

ରାଜନୀତି

ସୁଖପରେ ଦୁଃଖ, ଦୁଃଖପରେ ସୁଖଏଇତ ସଂସାର ନୀତି,ପରିବର୍ତ୍ତନ ପାଇଁ ଭ୍ରମିତ ବ୍ୟକ୍ତିକରିଥାନ୍ତି ରାଜନୀତି। କହିବ କାହାକୁ ସଭିଏଁ ପାଗଳଏଇ ସାରା ସଂସାରରେ,ରାଜନୀତି ନିଶା ଏମିତି ଘାରିଛିବୁଲନ୍ତି ବାର ଦୁଆରେ। କାହାକୁ କୁହନ୍ତି ଦେବି ତତେ ଘରଭୋଟ ଆଗ ଦେବୁ ମୋତେଭୋଟ ଗଣତି ଟା ସରିଗଲା

ହିନ୍ଦୋଳର ବବିତା ସାହୁ ହେଲେ ଅନୁଗୁଳ ସଂଯୁକ୍ତ ସମବାୟ ବ୍ୟାଙ୍କ ଉପସଭାପତି

ଅନୁଗୋଳ ସଂଯୁକ୍ତ ସମବାୟ ବ୍ୟାଙ୍କର ଉପସଭାପତି ପଦପାଇଁ ଅଭିଭକ୍ତ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ମାନ୍ୟବର ଉପବାଚସ୍ପତି, ମନ୍ତ୍ରୀ,ସାଂସଦ, ସମସ୍ତ ବିଧାୟକ ଓ ବିଧାୟିକା ବୃନ୍ଦ ହିନ୍ଦୋଳ ଆତ୍ମା ଅଧ୍ୟକ୍ଷ ତଥା ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଗିରିଧର ପ୍ରସାଦ ଗ୍ରାମପଞ୍ଚାୟତ ବଡବାହାଳ ଗ୍ରାମର

ମୁଁ ହେବାକୁ ଚାହେଁ

ମୁଁ ହେବାକୁ ଚାହେଁତୁମ କଲମ ମୁନରେକବିତାଟିଏ,ନିଜ କବିତାକୁ ଅଧିକଭଲପାଅବୋଲିସେଇ ଜହ୍ନ କୁହେ। ମୁଁ ହେବାକୁ ଚାହେଁ ତୁମରଙ୍ଗତୁଳୀରେକାନଭାସର ଛବିଟିଏ,ନିଜ ଅଙ୍କିତ ଛବିଟିକୁଅଧିକ ଭଲପାଅବୋଲିସେଇ ଝରଣା କୁହେ। ମୁଁ ହେବାକୁ ଚାହେଁତୁମ କଣ୍ଠର ସଂଗୀତଟିଏ,ତୁମେ ସଙ୍ଗୀତକୁ ଅଧିକଭଲପାଅ

ଜନ ସ୍ୱାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବି

ଢେଙ୍କାନାଳ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ଯାନ୍ତ୍ରୀକ କର୍ମଚାରୀ ସଙ୍ଘ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇ ଦୀର୍ଘ ବର୍ଷ ଧରି ଅସ୍ଥାୟୀ ଭାବରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସ୍ଥୟୀ ନିଯୁକ୍ତି ପ୍ରଦାନ କରିବାକୁ ଦାବି କରାଯାଇ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କୁ

ନାବାଳିକାକୁ ଉଠାଇନେଲେ ଦୁଇ ଯୁବକ ;ନ୍ୟାୟ ପାଇଁ ପିତାମାତା ଏସପିଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ମହୁଲପାଳ ଗ୍ରାମର ଜନୈକା ନାବାଳିକାକୁ ସେହି ଗ୍ରାମର ଦୁଇ ଜଣ ଯୁବକ ଅପହରଣ କରିନେଇଥିବାର ଜଣାପଡିଛି । ଭୁବନ ଥାନାରେ ଅଭିଯୋଗ ପରେ ଥାନାଧିକାରୀ ଧମକ ଚମକ ଦେଉଥିବା ବେଳେ ଅପରାଧୀ ଖଣ୍ଡା ଧରି ଆତଙ୍କ ସୃଷ୍ଟି କରୁଛନ୍ତି । ଶେଷରେ ନ୍ୟାୟ ପାଇଁ ପିତାମାତା

ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ର ୫ ଦଫା ଦାବି ; ୨୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷ୍ପତି

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଶ୍ରୀ ରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଓଡିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଏବଂ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଉଦ୍ଦେଶ୍ୟରେ ଶ୍ରୀ

ହକିରେ ସିମିନଈ ଡିଗ୍ରୀ କଲେଜ ରନର୍ସ ଅପ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସିମିନଇ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରମାନେ ପୁରୁଷ ହକି ଖେଳରେ ବିଶ୍ୱ ବିଦ୍ୟାଳୟ ସ୍ତରରେ ରନର୍ସଅପ ହୋଇଥିବାର ଜଣାପଡିଛି । ଭୁବନେଶ୍ୱର ସ୍ଥିତ ବିଶ୍ୱ ବିଦ୍ୟାଳୟର ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ

ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ; ଅଧିକାରୀ ଙ୍କୁ ତାଗିଦ କଲେ ଜିଲ୍ଲାପାଳ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକରେ ଆଜି ଜିଲାପାଳ ସରୋଜ କୁମାର ସେଠୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି ।କାମାକ୍ଷାନଗର ଉପଖଣ୍ଡରୁ ସମୁଦାୟ ୫୩ଟି ଅଭିଯୋଗ ଆସିଥିବା ବେଳେ କିଛି ବ୍ୟକ୍ତିଗତ ଓ ସାମୁହିକ କିଛି ଅଭିଯୋଗ ଆସିଥିଲା କିଛିର ମଧ୍ୟ ସମାଧାନ ହୋଇଥିଲା ।

ଚାଷୀଙ୍କୁ ମରଣାନ୍ତକ ଆକ୍ରମଣ

କ୍ଷେତକୁ ଧାନ ଜଗିବାକୁ ଯାଉଥିବା ବେଳେ ଚାଷୀଙ୍କୁ ମରଣାନ୍ତକ ଆକ୍ରମଣ । ଆହତ ଯୁବକ ହେଲେ ପରଜଙ୍ଗ ଥାନା ବସୋଇ ଗ୍ରାମର ସରୋଜ ବିଶ୍ୱାଳ । ସୂଚନା ଅନୁଯାୟୀ , ରବିବାର ରାତିରେ ସରୋଜ ଚାଳିଆଜୁରି ଠାରେ ଥିବା ଧାନକ୍ଷେତକୁ ଜଗିବା ପାଇଁ ଯାଉଥିଲେ ।ଏହି ସମୟରେ ଗ୍ରାମର ରତ୍ନପୁର ଛକ ନିକଟରେ
error: Content is protected !!