ଡିଲରଙ୍କୁ ପିଡିଏସ ସାମଗ୍ରୀ ଦେବାରେ ବିଳମ୍ବ,ଉପଭୋକ୍ତାଙ୍କ ଅସନ୍ତୋଷ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଗୁଣ୍ଡୁରାପଶି ପଞ୍ଚାୟତରେ ପିପିପି ମୋଡରେ ସ୍ଥାପିତ ହୋଇଥିବା ପିଡିଏସ ଗୋଦାମ ଦଲାଲଙ୍କ ନିୟନ୍ତ୍ରଣରେ ରହିଥିବାର ଅଭିଯୋଗ ହୋଇଛି ।
ଦଲାଲଙ୍କ ଯୋଗୁଁ ଗଁଦିଆ ଏବଂ ଭୁବନ ବ୍ଲକରେ ଥିବା ହଜାର ହଜାର ପିଡିଏସ ଉପଭୋକ୍ତା ପିଡିଏସ ସାମଗ୍ରୀ ପାଇବାରେ ବିଳମ୍ବ!-->!-->!-->…