ମହିମା ମହାବିଦ୍ୟାଳୟରେ “ଡ୍ରଗ୍ସ ର ବ୍ୟବହାର ଓ ଅପବ୍ୟବହାର ସଚେତନତା” ନେଇ ଆଲୋଚନା ଚକ୍ର
ଯୋରନ୍ଦା ମହିମାଗାଦି ସ୍ଥିତ ମହିମା ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ଆନୁକଲ୍ୟରେ ଏକ ସମ୍ପାନ " ଡ୍ରଗ୍ସ ର ବ୍ୟବହାର ଓ ଅପବ୍ୟବହାର ସଚେତନତା"(Awarness of use of Drugs and its Abuse") ସମ୍ବନ୍ଧ ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ!-->…