ଭୋକ ଉପାସରେ ୪ ମା’ ଛେଉଣ୍ଡ ଶିଶୁ
ଗରିବ ଅସହାୟଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା। ହେଲେ ପରିଚାଳନାଗତ ତ୍ରୁଟି ଓ ତୃଣମୂଳ ସ୍ତରରେ ସରକାରୀ କର୍ମଚାରୀଙ୍କ ଇଚ୍ଛାଶକ୍ତିର ଅଭାବ ପାଇଁ ହିତାଧିକାରୀଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚି ପାରୁନି ।
ଏହାର ଏକ ନଗ୍ନ ଚିତ୍ର ଓଡ଼ାପଡ଼ା ବ୍ଲକ ବଳରାମ ପ୍ରସାଦ ପଞ୍ଚାୟତ!-->!-->!-->…