News
lipub
samparksetu

ବନ୍ଦ କୋଠରୀରୁ ଝୁଲନ୍ତା ଅଵସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କାଠଗଡା ଆନନ୍ଦନଗର ରେ ରହୁଥିବା ମାଧବ ବେହେରାଙ୍କ ଏକମାତ୍ର ପୁଅ ମହାଦେବ ବେହେରା (୨୫) ଙ୍କ ମୃତ ଦେହ ଏକ ବନ୍ଦ କୋଠରୀରୁ ଉଦ୍ଧାର କରିଛି ଟାଉନ ଥାନା ପୋଲିସ ।

ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ତଦନ୍ତ ପରେ ଏହାର ସତ୍ୟତା ସାମ୍ନାକୁ ଆସିବ ବୋଲି ପୋଲିସ ପ୍ରକାଶ କରିଛି । ପରିବାର ଲୋକ ଏକମାତ୍ର ପୁଅକୁ ହରାଇ ଭାଙ୍ଗିପଡିଥିବାର ସୂଚନା ମିଳିଛି ।

new life
You might also like
error: Content is protected !!