News
lipub
samparksetu

ମାଟ୍ରିକ ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର ମିଳିଲା ନାହିଁ

ଦାଣ୍ଡିମାଳ ଉଚ୍ଚ ବିଦ୍ୟାଳୟ ମାଟ୍ରିକ ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର ମିଳିଲା ନାହିଁ। ଛାତ୍ରଛାତ୍ରୀ ନାମ ଲେଖାଇବାରୁ ହେଲେ ବଞ୍ଚିତ।

ସରକାରଙ୍କ ନିୟମ ଅନୁସାରେ ଆଜିଠାରୁ ଯୁକ୍ତ ଦୁଇ କଳା ବାଣିଜ୍ୟ ଓ ବିଜ୍ଞାନ ରେ ନାମ ଲେଖା ହେଉଛି। କିନ୍ତୁ ଓଡ଼ପଡା ବ୍ଲକ ମହେନ୍ଦ୍ରପୁର ସ୍ଥିତ ଦାଣ୍ଡିମଳ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ପରିତ୍ୟାଗ ପ୍ରମାଣପତ୍ର ପ୍ରଦାନରେ ଖାମ ଖିଆଲି ନୀତି ଯୋଗୁଁ ପ୍ରମାଣ ପତ୍ର ମିଳିନାହିଁ। ଫଳରେ ଛାତ୍ରଛାତ୍ରୀ ନାମ ଲେଖାଇବାରୁ ବଞ୍ଚିତ ହୋଇଛନ୍ତି। ସେହିପରି ବଳରାମପୁର ସହିତ ବହୁ ବିଦ୍ୟାଳୟରେ ପ୍ରମାଣ ପତ୍ର ପ୍ରଦାନ କରା ଯାଇନଥିବା ଜଣାପଡିଛି।

new life
You might also like
error: Content is protected !!