News
lipub
samparksetu

ବିଷପାନ କରି ଯୁବକ ମୃତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ମହୁଲଡଗର ଗାଁରେ ବିଷପାନ କରି ଯୁବକ ମୃତ । କୌଣସି କାରଣକୁ ନେଇ ଗାଁର ବେଗଲା ଜେରାଇ (୨୫ବର୍ଷ)।

ଆଜି ସକାଳେ ବିଷ ଖାଇ ଦେଇଥିଲେ ତାଙ୍କୁ ତୁରନ୍ତ କାମାକ୍ଷାନଗର ମେଡ଼ିକାଲ ଆଣିଥିଲେ ଏଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତୁ ହୋଇଗଲା ।ପାରିବାରିକ କଳହ ପାଇଁ ଏଭଳିଆ ହୋଇଥିବା ଅନୁମାନ କରାଯାଏ ।ଖବର ପାଇ ତୁମୁସିଙ୍ଗା ପୋଲିସ ଶବକୁ ଜବତ କରି ପୋଷ୍ଟ ମଟମ କରିବା ସହିତ ଅଧିକ ତଦନ୍ତ ଚଳାଇଛନ୍ତି ।

new life
You might also like
error: Content is protected !!