News
lipub
samparksetu

ଛାତରୁ ପଡି ଚାଲିଗଲା ଯୁବକ ଙ୍କ ଜୀଵନ

ଅସାବଧାନତା କାରଣରୁ ଛାତରୁ ପଡି ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ହେଲେ ଭୁବନ ଥାନା ବଡମୁକ୍ତାପଶି ଗ୍ରାମର ବିଭୁତି ପାତ୍ର।

ସୂଚନା ଅନୁଯାୟୀ , ଗତ ରାତିରେ ବିଭୁତି ନିଜ ଛାତ ଉପରେ ଶୋଇଥିଲେ। ବିଳମ୍ବିତ ଉଠିଥିବା ବେଳେ ଅସାବଧାନତା ଯୋଗୁଁ ଛାତରୁ ତଳକୁ ଖସିପିଡିଥିଲେ। ତାଙ୍କୁ ଗୁରତର ଅବସ୍ଥାରେ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ମେଡିକାଲରେ କାମାକ୍ଷାନଗର ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି।

new life
You might also like
error: Content is protected !!