News
lipub
samparksetu

ମନ୍ଦିରରୁ ଲୁଟିନେଲେ ଲୁଟେରା

ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ସ୍ଥିତ ଗଣେଶ ମନ୍ଦିରରୁ ବିଳମ୍ବିତ ରାତିରେ ଚୋରୀ ହୋଇଯାଇଛି l ଘଟଣl ରୁ ପ୍ରକାଶ ଯେ ,ଗ୍ରାମର ଶିବ ମନ୍ଦିର ପାଖରେ ଥିବା ଗଣେଶ ମନ୍ଦିର ରୁ ବିଳମ୍ବିତ ରାତିରେ କେତେ ଜଣ ଦୁର୍ବୃତ୍ତ ଆସି ଠାକୁରଙ୍କ ସୁନା ଆଖି, ସୁନା ଟିକିଲି, ରୁପା ମୁକୁଟ ଯାହାରକି ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କା ହେବ ଏବଂ ତା ସହିତ ଠାକୁରଙ୍କ ଦାନ ବାକ୍ସ ମଧ୍ୟ ଚରି ହୋଇଯାଇଛି l ଯେଉଁଥିରେ ସାଠିଏ ହଜାର ଟଙ୍କା ମଧ୍ୟ ରହିଥିଲା l

ଏନେଇ ଗଣେଶ କମିଟିର ସଦସ୍ୟ ମାନେ ପୋଲିସି କୁ ଜଣାଇଥିଲେ l ପୋଲିସ ସନ୍ଧାନୀ କୁକୁର ସହ ଆସି ଛାନବିନ ଚଳାଇଥିଲେ l ସେହିପରି ଆଜି ଅପରାହ୍ନ ରେ ଏହି ଗ୍ରାମର ମଙ୍ଗଳl ମନ୍ଦିରରୁ ମଧ୍ୟ ଚୋରୀ ହୋଇଯାଇଥିବାର ଦେଖିବାକୁ ମିଳିଛି l

new life
You might also like
error: Content is protected !!