News
lipub
samparksetu

ପୂର୍ବତନ ବିଧାୟକ ଙ୍କ ବନ୍ଧୁ ମିଳନ

ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଯୋଗଦେଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ ଏବଂ କୃଷକ ନେତା ଅକ୍ଷୟ କୁମାର ପୂର୍ବତନ ବିଧାୟକ ନବୀନ ନନ୍ଦ ।ଶ୍ରୀ ନନ୍ଦଙ୍କ ବାସଭବନ ନିକଟରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହିବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଢେ଼ଙ୍କାନାଳ ର ପୂର୍ବତନ ସାଂସଦ ତଥାଗତ ଶତପଥୀ ଏବଂ କୃଷକ ନେତା ଅକ୍ଷୟ ସାହୁ , ପୂର୍ବତନ ଜିଲ୍ଲାପାଳ ସନାତନ ମାଲିକ ଙ୍କ ସମେତ ନବୀନ ନନ୍ଦଙ୍କ ବହୁ ରାଜନୈତିକ କର୍ମୀମାନେ ଓ ଜିଲ୍ଲାର ପ୍ରତି ବ୍ଲକ ଓ ପଞ୍ଚାୟତ ସ୍ତରରେ ଥିବା ବହୁ ଚାଷୀ ନେତା ମାନେ ଯୋଗଦାନ କରିଥିଲେ

ଏହି ବନ୍ଧୁ ମିଳନ ରେ ଏକ ଭୋଜିର ଆୟୋଜନ କରାଯାଇଥିଲା ପ୍ରାୟ ଆଠସହରୁ ଅଧିକ ଲୋକ ଯୋଗଦାନ କରିଥିଲେ । ଶ୍ରୀ ନନ୍ଦ ପ୍ରଥମେ ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା ସେହି ସଭାରେ ଆଗାମୀ ଦିନରେ କିପରି ଚାଷୀ ମାନଙ୍କ ସ୍ୱାର୍ଥ ପାଇଁ ସ୍ୱର ଉତ୍ତୋଳନ କରାହବ ସେ ନେଇ ଆଲୋଚନା ହେଇଥିଲା ।

new life
You might also like
error: Content is protected !!