News
lipub
samparksetu

ବିବାହକୁ କେନ୍ଦ୍ର କରି ବେକରେ ରଶି ଲଗାଇ ଆତ୍ମହତ୍ୟା !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମହୁଲ ପାଳ ଗ୍ରାମର ଶ୍ରୀଧର ପଣ୍ଡା ଙ୍କ କନ୍ୟା ସାଇଁ ସ୍ମିତା ପଣ୍ତା ଆଜି ଅପରାହ୍ନ ୫ଟା ସମୟରେ ଘର ବାରି ପଛପଟେ ବେକରେ ରଶି ଲଗାଇ ଆତ୍ମହତ୍ୟା କରାଯାଇ ଥିବା ଜଣାଯାଇଛି।

ଖବର ନେବାରେ ଜଣାଯାଏ ଯେ, ଉକ୍ତ ଗ୍ରାମର ଜଣେ ଗୋପାଳ ଜାତିର ଯୁବକଙ୍କ ସହ ତାଙ୍କର ପ୍ରେମ ସଂପର୍କ ଥିଲା। ଏହି ଘଟଣାରେ ପୁଅ ଘର ପରିବାର ଲୋକମାନେ ଝିଅ ଘର ସମ୍ମୁଖରେ ଠିଆ ହୋଇ ଗାଳି କରିବା ସହ ଉଭୟ ପରିବାର ମଧ୍ୟରେ ବଚସା ହୋଇଥିଲା ,ଦୁଇ ଜଣଙ୍କର ଜାତି ଅଲଗା ହୋଇଥିବାରୁ ବିବାହକୁ ସହମତି ପ୍ରଦାନ କରିନଥିଲେ ।

ଯାହା ଫଳରେ ଝିଅଟି ରାଗିଯାଇ ଆତ୍ମହତ୍ୟା କରିଥିବା ଫୋଲିସ୍‌ ସୂତ୍ରରୁ ପ୍ରକାଶ ।

new life
You might also like
error: Content is protected !!