News
lipub
samparksetu

ଅବକାରୀ ବିଭାଗ ଦ୍ଵାରା ୧୪ କେଜି ଗଞ୍ଜେଇ ଜବତ

ଢେଙ୍କାନାଳ ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ୨ଜଣ ଗିରଫ ହୋଇଛନ୍ତି ।ହରିପୁର ଅଞ୍ଚଳର ଜିତେନ୍ଦ୍ର କୁମାର ସ୍ୱାଇଁ (୩୧) ଏବଂ ଆନନ୍ଦ କୁମାର ସାହୁ (୪୮) ୨ଜଣ ଗଞ୍ଜେଇ ନେଇ ଯାଉଥିବା ବେଳେ ଅବକାରୀ ବିଭାଗ ହାତରେ ଧରା ପଡିଛନ୍ତି ।

ଜିତେନ୍ଦ୍ର ଠାରୁ ୧୨କେଜି ଏବଂ ଆନନ୍ଦ ଠାରୁ ୨କେଜି ଗଞ୍ଜେଇ ଜବତ ହୋଇଛି ।ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

new life
You might also like
error: Content is protected !!