News
lipub
samparksetu

ଖଣ୍ଡଗିରି ଗୁମ୍ଫାରେ ଝଲସିବେ ମା’

  ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଗଣେଶ ପୂଜା ଶେଷ ହୋଇଥିବା ବେଳେ ଆସିଛି ଦଶହରା ,ପରେ ଆସିବ ଲକ୍ଷ୍ମୀପୂଜା । ଏଥି ପାଇଁ ଆରମ୍ଭ ହୋଇଗଲାଣି ସାହସଜ୍ଜା । ଲକ୍ଷ୍ମୀ ପୂଜା ଆସିଲେ ଢେଙ୍କାନାଳ କଥା ମନେପଡେ , କାହିଁକିନା ଏଠାରେ ଖୁବ ଧୂମଧାମରେ ପ୍ରତିବର୍ଷ ନିଆରା ଢଙ୍ଗରେ ପାଳିତ

ନିଯୁକ୍ତି ବଦଳରେ ଜମିହରାଙ୍କୁ ଏମଜିଏମ ର ଧମକ !

ଏମଜିଏମ କମ୍ପାନୀ ଫାଟକ ସାମ୍ନାରେ ନିଯୁକ୍ତି ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ଜମିହରା ପ୍ରଜା।ବର୍ଷ ବର୍ଷ ଧରି ଏକାଧିକବାର ପ୍ରଶାସନର ହସ୍ତକ୍ଷେପ ଲୋଡିଥିଲେ ମଧ୍ୟ ନ୍ୟାୟ ନମିଳିବାରୁ ଜେଲ୍ ଯିବେ ପଛେ ଆନ୍ଦୋଳନରୁ ଓହରି ବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଜିଲ୍ଳାପ୍ରଶାସନ ସ୍ତରରେ

ଡି. ଆଇ. ଇ. ଟି. ଢେଙ୍କାନାଳ ରାଜ୍ୟରେ ଶ୍ରେଷ୍ଠ ପ୍ରଶିକ୍ଷଣ ପ୍ରତିଷ୍ଠାନ

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ଉଲ୍ଲେଖନୀୟ ଅବଦାନ ଲାଗି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ( ଡି.ଆଇ. ଇ.ଟି. ) ବିଭାଗରେ ଢେଙ୍କାନାଳ ଡି.ଆଇ.ଇ.ଟି. ରାଜ୍ୟ ସ୍ତରରେ ଶ୍ରେଷ୍ଠ ହୋଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମlଝିଙ୍କ ଠାରୁ ପୁରସ୍କୃତ ହୋଇଛି l ରାଜ୍ୟ ସ୍ତରୀୟ ଗୁରୁଦିବସ

ଅଧ୍ୟକ୍ଷା ସସ୍ମିତାରାଣୀ ନାୟକ ଦେଲେ ବିଡ଼ିଓଙ୍କ ନାମରେ ଏତଲା

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅଧ୍ୟକ୍ଷାଙ୍କୁ ବିଡ଼ିଓ ଜାତିଗତ ଆକ୍ଷେପକରି ମାଡ଼ମାରିବାକୁ ନେଇ ଥାନାରେ ଅଧ୍ୟକ୍ଷାଙ୍କ ଅଭିଯୋଗକୁ ନେଇ ହିନ୍ଦୋଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଖବରରୁ ପ୍ରକାଶ ଯେ , ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ସସ୍ମିତାରାଣୀ ନାୟକଙ୍କ ଅଭିଯୋଗକ୍ରମେ ବିଭିନ୍ନ କାର୍ଯ୍ୟ

ଶିକ୍ଷକ ଅଭାବକୁ ନେଇ ଚଣ୍ଡୀପାଳ ବିଦ୍ୟାଳୟରେ ପଡିଲା ତାଲା

ଦୀର୍ଘ୍ୟ ଦିନ ହେଲା ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ନେଇ ବିଦ୍ୟାଳୟ ପରିଚାଳନା କମିଟ୍ ଅଭିଯୋଗ କରିଆସୁଥିଲେ । କିନ୍ତୁ ଶିକ୍ଷାଧିକାରୀଙ୍କଠାରୁ କୌଣସି ସୁଫଳ ନପାଇ ବୁଧବାର ବିଦ୍ୟାଳୟର ଫାଟକରେ ତାଲା ପକାଇଛନ୍ତି ଗ୍ରାମବାସୀ ଓ କମିଟ୍ ମେମ୍ବର । ଯାହାଫଳରେ କି ଫାଟକ ବାହାରେ ଛାତ୍ରଛାତ୍ରୀ ଓ

୨ ଶିକ୍ଷକ ପାଇବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଢ଼େଙ୍କାନାଳ ଜିଲ୍ଲାର ଶ୍ରେଷ୍ଠ (ମାଧ୍ଯମିକ ଶିକ୍ଷକ ପୁରସ୍କାର ) ପାଇବା ନିମନ୍ତେ ଭୁବନ ବ୍ଲକରେ କାର୍ଯ୍ୟରତ ମନୋନୀତ ୨ ଜଣ ଶିକ୍ଷକ ମନୋନୀତ ହୋଇଛନ୍ତି। ଭୁବନ ବ୍ଲକ ଅନ୍ତର୍ଗତ ବାଳିବୋ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ପ୍ରଫୁଲ୍ଲ କୁମାର ବାରିକ

ଚକ୍ଷୁ ଚିକିତ୍ସାଳୟରେ ପଡ଼ିଛି ତାଲା !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ଦୀର୍ଘ ୧୪/୧୫ବର୍ଷ ଧରି ଡାକ୍ତର ବିହୀନ ହୋଇ ଅବହେଳିତ ହୋଇ ରହିଥିଲେ ବି ଚିକିତ୍ସା କ୍ଷେତ୍ରରେ ଉନ୍ନତି ପରିଲିକ୍ଷିତ ହେଉନାହିଁ।ଏଠାରେ ଗତ ୨୦୦୪ ମସିହାରେ ତତ୍କାଳୀନ ବିଧାୟିକା ଅଞ୍ଜଳି ବେହେରାଙ୍କ ଉଦ୍ୟମରେ ସ୍ବର୍ଗତ

ଧରାପିଡ଼ିଲେ ଦୁଇ ମୂର୍ତ୍ତିଚୋର

କିଛିଦିନ ଧରି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ସଦର ମହକୁମାରେ ବିଭିନ୍ନ ମନ୍ଦିରରୁ ଦେବାଦେବୀ ମୂର୍ତ୍ତି ସବୁ ଚୋରି ହେଉଥିବା ଘଟଣା ପାଇଁ ଅଞ୍ଚଳ ବାସିଙ୍କ ଚିନ୍ତା ବଢ଼ାଇ ଦେଇଥିବା ବେଳେ ଆଜି ଦୁଇ ନାବାଳକ ମୂର୍ତ୍ତି ଚୋରିକରି ଧରାପଡିବା ଚର୍ଚ୍ଚାର ବିଷୟ ପାଲଟିଛି। ଖବରରୁ ପ୍ରକାଶ ଯେ ,

ଗ୍ୟାସ ସିଲିଣ୍ଡରରେ ଲାଗିଲା ନିଆଁ ,ଅଳ୍ପକେ ବର୍ତିଲେ ପାଚିକା

ନୂଆଭୁବନ ଉଚ୍ଚ ବିଦ୍ୟାଳୟରେ ଅଘଟଣ । ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ ସମୟରେ ଗ୍ୟାସ ସିଲିଣ୍ଡରରେ ହଠାତ୍ ନିଆଁ ଲାଗିଯାଇଥିଲା । ଯାହା ଫଳରେ ପାଚିକା ମାନଙ୍କର ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତିଯାଇଥିଲେ । ତେବେ , ଏହି ଦୁର୍ଘଟଣାରେ ରୋଷେଇ ସାମଗ୍ରି ଜଳି ଯିବା ସହିତ
error: Content is protected !!