News
lipub
samparksetu

ଯୋରନ୍ଦା ମେଳା ପ୍ରସ୍ତୁତି ବୈଠକ ବର୍ଜନ କଲେ କୌପୁନୀ ଧାରୀ ମହିମା ସାଧୁସନ୍ଥ

ଢେଙ୍କାନାଳ ଜିଲ୍ଳା ଗଁଦିଆ ବ୍ଳକ ଯୋରନ୍ଦା ମହିମାଗାଦୀରେ ଫେବୃଆରୀ ୪ ତାରିଖ ଦିନ ମାଘ ମେଳା ବା ବିଶ୍ୱପ୍ରସିଦ୍ଧ ମହିଳା ମେଳା ପାଇଁ ପ୍ରଶାସନ ତରଫରୁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ବିନା କଟକଣାରେ ଦିର୍ଘ ୨ ବର୍ଷ

ହତ୍ୟାକାଣ୍ଡ ମାମଲା ରୁ ନିର୍ଦ୍ଦୋଷରେ ଖଲାସ ହେଲା ଆସାମୀ

କାମାକ୍ଷାନଗର ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ ଏକ ହତ୍ୟା କାଣ୍ଡ ମାମଲା ର ବିଚାର କରି ଆସାମୀ ଟୁକୁନା ଓରଫ୍ ବିଷ୍ଣୁ ସାହୁ କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଘଟଣା ରୁ ପ୍ରକାଶ ଯେ,ଗତ ତା ୦୫/୧୧/୨୦୧୯ ରିଖ ଦିନ ମକୁଆ କାଟେଣୀ ଗ୍ରାମ ର ବ୍ରହ୍ମାନନ୍ଦ ସାହୁ କଙ୍କଡାହାଡ ଥାନା ରେ

ପୂର୍ବତନ ବିଧାୟକ ଙ୍କ ବନ୍ଧୁ ମିଳନ

ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଯୋଗଦେଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ ଏବଂ କୃଷକ ନେତା ଅକ୍ଷୟ କୁମାର ପୂର୍ବତନ ବିଧାୟକ ନବୀନ ନନ୍ଦ ।ଶ୍ରୀ ନନ୍ଦଙ୍କ ବାସଭବନ ନିକଟରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହିବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ

ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ

ଗଁଦିଆ ବ୍ଲକ ଅନ୍ତର୍ଗତ କାବେରା ଗ୍ରାମ ପଞ୍ଚାୟତ ପରିସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଯୋରନ୍ଦା ଶାଖା ଅଧିନସ୍ତ ଏକ ନୃତନ ଗ୍ରାହକ ସେବା କେନ୍ଦ୍ରର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଗ୍ରାହକ ସେବା କେନ୍ଦ୍ର ସ୍ୱତ୍ତାଧିକାରୀ ନମିତା ସାମଲଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଉତ୍ତ

ଢେଙ୍କାନାଳ ଟାଇକୋଣ୍ଡ ଅସୋସିଏସନର ମେଡାଲ ପ୍ରଦାନ ଉତ୍ସବ

ଢେଙ୍କାନାଳ ସହର ସ୍ଥିତ ଗୋପବନ୍ଧୁ ଟାଉନ ହଲ ଠାରେ ଢେଙ୍କାନାଳ ଟାଇକୋଣ୍ଡ ଅସୋସିଏସନର ମେଡାଲ ପ୍ରଦାନ ଉତ୍ସବ ପାଳନ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସେଣ୍ଟ ଜାଭିୟର ଅଧକ୍ଷ ପ୍ରତାପ

ଗାଆଁ ରୁ ସହର ସାଜ ସଜା ନେଇ ଆସେ ମକର

ଆଲୋ ବଉଳ....ଗାଆଁ ରୁ ସହର,ସାଜ ସଜା ନେଇ ଆସେ ମକର ପାହାନ୍ତି କାକରହୁଏ ଲୋ ଉଜ୍ଜରସୂରୁଜ କିରଣ ପୁଣି ବକର,ନଟେଇ ର ଗୁଡ଼ିଚାହେଁ ଦି ଘଡିଖୁସି ରେ ନାଚେ ବଣ ବିଲ ପ୍ରାନ୍ତର ସକାଳୁ ସକାଳୁଗାଧେଇ ପାଧେଇରାଶି ଲଗେଇବା ସାରା ଶରୀର ,ଭଜା ନରିକେଳଅରୁଆ ଚାଉଳଗୁଡ଼ ମିଶା ଭୋଗେ ବାସେ

ମହିଳାଙ୍କ ମୃତଦେହ ଉଦ୍ଧାର ,ହତ୍ୟା ଅଭିଯୋଗ ଆଣିଲେ ଭାଉଜ

କଙ୍କଡାହାଡ଼ ଥାନା ମରୁଆବିଲ ପଞ୍ଚାୟତ କମ୍ପୁଲେଇ ଗ୍ରାମର ମିନି ନାଏକ(୪୫) ମୃତ ଦେହ ଉଦ୍ଧାର ।ଗତକାଲି ଠାରୁ ମିନି ନାଏକ ନିଖୋଜ ଥିଲେ ,ଆଜି ତାଙ୍କ ମୃତଦେହ କମ୍ପୁଲେଇ ଗ୍ରାମ୍ୟ ଜଙ୍ଗଲରେ ପୋତା ଯାଇଥିଲା । ଖବର ପାଇ କଙ୍କଡାହାଡ଼ ପୋଲିସ,ଢେଙ୍କାନାଳ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ

ଯୁବକଙ୍କ ଉନ୍ମତ କାଣ୍ଡରେ ଗ୍ରାମବାସୀ ଅତିଷ୍ଠ ,ନ୍ୟାୟ ପାଇଁ ମହିଳା ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ ବୁଧିଆବାହାଳ ସାହିରେ ଜଣେ ଯୁବକଙ୍କ ଉନ୍ମତ କାଣ୍ଡରେ ଗ୍ରାମବାସୀ ଅତିଷ୍ଠ ହୋଇପଡିଛନ୍ତି । ଘଟଣାର ସମାଧାନ ପାଇଁ ଗ୍ରାମର ମହିଳାମାନେ ଜିଲ୍ଳାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇ ଲି୍‌ଖିତ ଭାବରେ ଅଭିଯୋଗ କରିଥିବାର ଜଣାପଡିଛି ।

ମହାବିରୋଡ଼ ଫାଣ୍ଡି ହେଲା ଥାନା , ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୩୦ ଟି ନୂତନ ଥାନା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ। ଢେଙ୍କାନଳ ଜିଲ୍ଲା ରେ ପରଜଙ୍ଗ ଥାନା ଅଧିନରେ ଥିବା ମହାବିରୋଡ ଫାଣ୍ଡି କୁ ମଧ୍ୟ ନୂତନ ଥାନା ଭାବେ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ
error: Content is protected !!