ନବଜାତ ନିଷ୍ପାପ କାମାଗ୍ନିର ଧୂଆଁ
କାମବାସ୍ନାର କମାର ଶାଳଯେତେବେଳେ ଶୀଥିଳ ହୁଏଅଣାୟତ ନିଆଁ ଆଉ ଲୁହାର ସଂଘର୍ଷରେ ଯେତେବେଳେଭଟ୍ଟା ପଡ଼ିଯାଏସେତେବେଳେ ଅଙ୍କୁର ହୁଏଅଲୋଡ଼ା ଅସହାୟ ବେସାହାରାକଳୀକା ଟିଏ କଳଙ୍କର କାଳିମାରେ ।।
ଜନ୍ମ ପୂର୍ବରୁ ଯାହାର ମୃତ୍ୟୁ ହୁଏଅବା ତା'ର ଷଠୀଘରରେଳ ଲାଇନ ଅବା ବୁଦା ଉହାଡକେତେବେଳେ ତ ସେ!-->!-->!-->…