ଆକ୍ରମଣର ଶିକାର ହେଲେ ବନଖଣ୍ଡ ଅଧିକାରୀ , ଥାନାରେ ଏତଲା
ଢେଙ୍କାନାଳ ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନୀଙ୍କୁ ଗତ ରାତିରେ ପଥର ମାଫିଆ ମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗତ ରାତିରେ ବନଖଣ୍ଡ ଅଧିକାରୀ ହାତୀ ମାନଙ୍କ ଚଳପ୍ରଚଳ ଉପରେ ନଜର ରଖିବା ପାଇଁ ଓ ବନ କର୍ମଚାରୀମାନଙ୍କ କାର୍ଯ୍ୟ ପ୍ରଣାଳୀ ଦେଖିବାକୁ ସଦର ରେଞ୍ଜ ଅନ୍ତର୍ଗତ!-->…