ଶଯ୍ୟାଶାୟୀ ଟିଟୁନୁ ,ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ ପଞ୍ଚାୟତ ର ଟିଟୁନୁ ନାଏକ ଏବେ ଅର୍ଥ ଅଭାବରୁ ଶଯ୍ୟାଶାୟୀ। ଆଜକୁ ପ୍ରାୟ ୨୦ ଦିନ ହେବ ହଟାତ ଦେହ ଅସୁସ୍ଥ ହୋଇପଡ଼ିଥିଲା। ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ନିଜ ପରିବାରକୁ କହିଥିଲେ । ପରିବାରଙ୍କୁ ପେଟର ଯନ୍ତ୍ରଣା ହେବା କଥା କହିବା ପରେ!-->…