ମହିମା ଗାଦିରେ ୧୪୪ ଧାରା ଲାଗୁ
ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଯୋରନ୍ଦାର ବିଶ୍ୱପ୍ରସିଦ୍ଧ ମହିମାଗାଦି ଠାରେ ତୃତୀୟ ବେଢ଼ା ମଧ୍ୟରେ ଥିବା ଦୀର୍ଘ ବର୍ଷର ସିଦ୍ଧବଡ଼ କୃପାସିନ୍ଧୁ ବାବାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ବିତି ମନ୍ଦିର ଓ ଟୁଙ୍ଗିକୁ ଉଚ୍ଛେଦ ପାଇଁ କୋର୍ଟ ନୋଟିସ ଜାରି କରିଛି । ତେଣୁ ରବିବାର ୧୪୪ ଧାରା!-->…