ପାଣିରେ ବୁଡି ବୃଦ୍ଧା ଙ୍କ ମୃତ୍ୟୁ
ଶୁକ୍ରବାର ଦିନ ପାଣିରେ ବୁଡି ଜଣେ ବୃଦ୍ଧା ଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ , ନିହଲପ୍ରସାଦ ଥାନା ଅନ୍ତର୍ଗତ କୋକୁଆ ଝର ଗ୍ରାମର ରାମ ମୁଣ୍ଡା ପତ୍ନୀ ରୁପା ମୁଣ୍ଡା ( ୭୦)ଘର ପାଖରେ ଥିବା ଏକ ବନ୍ଧକୁ ଗାଧୋଇବା ପାଇଁ ଯାଇଥିଲେ , ଗାଧୋଉଥିବା ସମୟରେ ଗୋଡ଼ ଖସି ଯିବାରୁ ଗଭୀର ପାଣି!-->…