ମଦ ଦୋକାନକୁ ତୀବ୍ର ବିରୋଧ ,୧୨ ନମ୍ବର ୱାର୍ଡ ବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
ଢେଙ୍କାନାଳ ପୌରସଂସ୍ଥା ଅନ୍ତର୍ଗତ ୧୨ ନମ୍ବର ୱାର୍ଡରେ ବିଦେଶୀ ମଦ ଦୋକାନକୁ ୱାର୍ଡ ବାସୀ ବାସିନ୍ଦା ମାନେ ତୀବ୍ର ବିରୋଧ କରିଛନ୍ତି ।ଏ ସଂକ୍ରାନ୍ତରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବାର ଜଣାପଡିଛି ।
ପୌରସଂସ୍ଥା ଅନ୍ତର୍ଗତ ୧୨ ନମ୍ବର ୱାର୍ଡ ମୀନା ବଜାରରେ ଏକ ବିଦେଶୀ ମଦ!-->!-->!-->…