କେଉଁଠି ଥୋଇବି ଅତୀତକୁ ମୋର ?
ଜୀବନେ ମୋହର କେତେ ଝଡ଼ ଝଞ୍ଜାଅତିବାହିତ ହୋଇଛି,କେଉଁଠି ଥୋଇବି ଅତୀତକୁ ମୋରନୀରବେ ବସି ଭାବୁଛି ?
ସତେକି ସମୟ କାଳ ସାଜିଥିଲାନିର୍ଦ୍ଦୋଷେ ଦଣ୍ଡିତ କଲା,କାହିଁକି ଏମିତି ହୋଇଲା ମୋ ସାଥେଭବିଷ୍ୟତ ନଷ୍ଟ ହେଲା ?
ନିର୍ଦ୍ଦୋଷେ ଭୋଗିଲି ରାଜ ମାନଦଣ୍ଡକଳଙ୍କ ଲାଗିଲା ନାମେ,କାହାର କି ଦୋଷ!-->!-->!-->!-->!-->…