ପଳାଶପିଠିଆ ଠାରେ ସଡ଼କ ଦୁର୍ଘଟଣା ଜଣେ ମୃତ
ଢେଙ୍କାନାଳ ଜିଲ୍ଲା ଭୁବନ ଦେଇ ଯାଇଥିବା ଜାତୀୟ ରାଜପଥ ୫୩ର ପଳାଶ ପିଠିଆ ଗୋଡ଼ା ରାସ୍ତାରେ ଗତକାଲି ଜଣେ ବାଇକ ଆରୋହୀ ଙ୍କର ଦୁର୍ଘଟଣା ରେ ମୃତ ହୋଇଛି ।
ଖବର ନେବାରେ ଜଣାଯାଇଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅତା ଗ୍ରାମ ର ପ୍ରଦୀପ୍ତ ସାହୁ (୫୬) ବାରୁଆଁ ସ୍ଥିତ ତାଙ୍କ ସଂପର୍କୀୟ!-->!-->!-->…