ଓଁ ମା’ ଚ୍ଛିନ୍ନ ମସ୍ତା ମନ୍ଦିରରେ ୧୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଗ୍ରାମର ଜାତୀୟ ରାଜପଥ ୫୩କୁ ଲାଗି ରହିଥିବା ଓଁ ମା ଚ୍ଛିନ୍ନ ମସ୍ତା ମନ୍ଦିରର ୧୪ ତମ ବାର୍ଷିକ ଉତ୍ସବ ଶନିବାର ମହାସମାରୋହରେ ପାଳିତ ହୋଇଯାଇଛି। କରୋନାର ଯୋଗୁଁ ଦୁଇ ବର୍ଷ ଧରି ଏହି ମନ୍ଦିରର ବାର୍ଷିକ ଉତ୍ସବ ସ୍ଥଗିତ ଥିବାରୁ ସରାଙ୍ଗ!-->…