ଆବାସ ଯୋଜନା ସହିତ ଅନ୍ତୋଦୟ ଯୋଜନାରୁ ବଂଚିତ ଅସହାୟ ବିଧବା ବୃଦ୍ଧା !
ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚୟନ କରି ସମସ୍ତ ସୁବିଧା ଯୋଗାଇ ଦେବାପାଇଁ ଲକ୍ଷାଧିକ ଟଙ୍କା ବ୍ୟୟବରାଦ କରି କଚ୍ଚା ଘର କୁ ପକ୍କା ଘର କରିବାକୁ ପ୍ରଚାର ପ୍ରସାର କରୁଛନ୍ତି। ବିଡମ୍ବନା ର ବିଷୟ ଯେ ଏହି ଯୋଜନାକୁ ଏବେ ମଧ୍ୟ ଅନେକ ଅସହାୟ ପରିବାରଙ୍କ ପାଇଁ!-->…