News
lipub
samparksetu

ଯାଇଥିଲି ବୁଲି ଭୁବନ ଦଶହରା ମେଢ଼

ଯାଇଥିଲି ବୁଲି ଭୁବନ ଦଶହରା ମେଢ଼ପଛକୁ ପଛ ସୁନ୍ଦରୀ ଝିଅ ଙ୍କ ଭିଡ଼ରାସ୍ତା ମଝିରେ ଦେଖାନ୍ତି ତୋଡ଼ଭିଡ଼ ଦେଖି ବୁଲି ଯାଉଛି ମୋ ଆଖିର ମୋଡ଼।(୧) ଦେଖି ସେମାନଙ୍କ ମେକପ ମାଡ଼ଛାତିଟା ହୁଏ ମୋ ଧଅଡ଼ ଧଡ଼ସାଙ୍ଗ ସାଥି ସହ କରେ ମୁଁ କମେଟ ମାଡ଼ଜାଣିଶୁଣି ବୁଲେଟ କରେ ମୁଁ ଫଅଡ଼ ଫଡ।(୨)

ମହା ଆଡ଼ମ୍ବରରେ ଚାଲିଛି ମା କ୍ଷେତ୍ରପାଳିନୀ ଙ୍କ ପୂଜା ବିଧି

ଆରମ୍ଭ ହୋଇଯାଇଛି ପାର୍ବଣ ର ଋତୁ । ଧରାବତରଣ କରିସାରିଛନ୍ତି ମା ଦୁର୍ଗା । କୁହାଯାଏ ଯେ ଅଧର୍ମ ଉପରେ ଧର୍ମର ଏବଂ ଅନ୍ୟାୟ ଉପରେ ନ୍ୟାୟର ଜୟ ପାଇଁ ମାଆ ଧରାପୃଷ୍ଠକୁ ଓହ୍ଲାଇ ଆସି ଥାଆନ୍ତି । ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଅନ୍ତର୍ଗତ ଗଣ୍ଡାନାଳୀ ଗ୍ରାମର

ପାଣିରେ ବୁଡି ଚାଲିଗଲା ୨ଜଣଙ୍କ ଜୀଵନ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମକୁଆ କାଟେଣୀ ପଞ୍ଚାୟତ ତର।ଜଙ୍ଗ ଗ୍ରାମର ପ୍ରସାଦ ବିଶାଳ (୫୦) ତାଙ୍କ ଶଶୁର ଘର ଜୟପୁର।କାଟେଣୀ ପଞ୍ଚାୟତ ପଦ୍ମ ପୋଖରୀ ଗ୍ରାମକୁ ପ୍ରାୟ ୧୦ ଦିନ ତଳେ ବୁଲିବାକୁ ଆସିଥିଲେ । ଆଜି ସକାଳ ପ୍ରାୟ ୬ ତା ସମୟ ରେ ନିତ୍ୟକର୍ମ ପାଇଁ ଗାଁ ନିକଟସ୍ଥ ଏକ

ନାଁ ତାର ଥିଲା ” ବାଜିଆ “

ସ୍ୱାଧିନତା ସଂଗ୍ରାମ ୮୧ ବର୍ଷ (୧୮୫୭-୧୯୩୬) ର ଇତିହାସ ହେଉଛି ଲହୁଲୁହର ଇତିହାସ , ଦରିଆ ପାରିର ବଳୀ, ଆଜୀବନ ବନ୍ଦୀ , ଫାସିଖୁଂଟ , କଳାପାଣି ,ଏବଂ ବୁଲେଟର ହୋଲି ଖେଳରେ ଶହୀଦ୍ ହେଲେ ଅଗଣିତ ମୁକ୍ତି ସଂଗ୍ରାମୀ ଯୋଦ୍ଧା । ସେମାନଙ୍କର ସ୍ୱପ୍ନଥିଲା “ସ୍ୱାଧିନତା ଭାରତ” । ସେହି ପରାଧିନ

ରାତିରେ ଏଟିଏମ ଲୁଟିଲେ ଦୁର୍ବୃତ୍ତ

ଗଁଦିଆ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ମେଡିକାଲ ଛକ ଠାରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଏକ ATM କାଉଣ୍ଟର ସ୍ଥାପିତ ହୋଇଥିଲା । ଏପ୍ରିଲ ମାସ୨୦୨୧ଏହାଦ୍ୱାରା ଜନସାଧାରଣ ମାନେ ନିଜର ଦରକାର ମୁତାବକ ଟଙ୍କା ଉଠାଇ ପାରୁଥଲେ , କିନ୍ତୁ ଗତକାଲି ରାତିରେ ଲୁଟେରା ମାନେ ଘରର ଉତ୍ତର

ବରିଷ୍ଠ ନାଗରିକ ମଞ୍ଚ ଗଁଦିଆ ବ୍ଳକ ଚତୁର୍ଥ ବାର୍ଷିକ ବୈଠକ

ପଞ୍ଚାୟତ ସମିତି ସଭାଗୃହ ଗଁଦିଆ ଠାରେ ଗଁଦିଆ ବ୍ଳକ ର ବରିଷ୍ଠ ନାଗରିକ ମଞ୍ଚ ଚତୁର୍ଥ ବାର୍ଷିକ ବୈଠକ ମଞ୍ଚର ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ମିଶ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା ,ବରିଷ୍ଠ ଆୟବେୟର ସମୀକ୍ଷା କରିଥିଲେ। ବରିଷ୍ଠ ନାଗରିକଙ୍କୁ ଦିଆଯାଇଥିବା ମାସିକ ଭତ୍ତା କୁ ଏକ

ହାତୀ ଆକ୍ରମଣରେ ଜଣେ ମୃତ , ଅଞ୍ଚଳରେ କୋକୁଆ ଭୟ

ହିନ୍ଦୋଳ ବନାଞ୍ଚଳ ରାସୋଳ ଦମକଳ କେନ୍ଦ୍ର ନିକଟ ଏକ ବିଲ ରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ରୁ ଜଣାଯାଏ ,ରାସୋଳ ମୁଣ୍ଡିଆ ସାହି ର ପଞ୍ଚାନନ ବେହେରା (୫୦) ଆଜି ଭୋର ସମୟରେ ବିଲକୁ ଯାଇଥିବା ବେଳେ ଏକ ହାତୀ ହାବୁଡ଼ରେ ପଡି ଯାଇଥିଲେ । ରକ୍ତମୁଖା

ପିଠେ ମହାଷ୍ଟମୀ

ବିମଳ ଶରତ ନିର୍ମଳ ସରିତା ସୁନିର୍ମଳ ଜଳରାଶିଧଳା ମେଘମାଳେ ନିରେଖି ଅମ୍ବରେ କାଶତଣ୍ଡି ସ୍ମିତହସି । ରାଧାଷ୍ଟମୀ ଦିନ ମା ର ଶୟନ

ବ୍ରାହ୍ମଣୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ

ପରଜଙ୍ଗ ବ୍ଲକ ସରାଙ୍ଗ ପଞ୍ଚାୟତ ଜଟୁଆ ରଗୋଡି ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଭାସିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।ଯୁବକ ଜଣଙ୍କ ହେଲେ ଯାଜପୁର ଜିଲ୍ଲା ଡୁବୁରୀ ଅଞ୍ଚଳର ରାଜେନ୍ଦ୍ର ନାଏକ (୨୮) । ସୂଚନା ଅନୁଯାୟୀ , ରାଜେନ୍ଦ୍ର ନିଜ ବନ୍ଧୁ ବିଷିକେସ ନାଏକ ଏକ ମୋଟର ସାଇକେଲ ଯୋଗେ
error: Content is protected !!