News
lipub
samparksetu

ବ୍ରାଉନ ସୁଗାର ଜବତ,ଯୁବକ ଗିରଫ

ସଦର ଥାନା ଅନ୍ତର୍ଗତ ବଳଦିଆବନ୍ଧ ୫୫ ନମ୍ବର ଜାତୀୟ ରାଜପଥର ଗୀର୍ଜା ନିକଟରୁ ପୋଲିସ ଜଣେ ବ୍ରାଉନସୁଗାର ବ୍ୟବସାୟୀକୁ ଗିରଫ କରିଥିବାର ଜଣାପଡିଛି । ଏସଟିଏଫ ଟିମ ଏବଂ ଅବକାରୀ ବିଭ।ଗତରଫରୁ ସହରରେ ବାରମ୍ବାର ଚଢାଉ କରାଯାଉଥିବା ବେଳେ ଏହାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ୫୫ ନମ୍ବର ଜାତୀୟ

ରାସ୍ତା ତଳକୁ ଖସିଲା ପିକଅପ ଭ୍ୟାନ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କାମାକ୍ଷାନଗର ଢେଙ୍କାନାଳ ମୁଖ୍ୟ ରାସ୍ତାର ମହୁଲପାଳ ନିକଟରେ ଭାରସାମ୍ୟ ହରାଇ ଏକ ପିକଅପ ଭ୍ୟାନ ବ୍ରିଜ ତଳକୁ ଖସି ପଡ଼ିଥିବା ବେଳେ ଅଳ୍ପକେ ଡ୍ରାଇଭର ସହିତ ୩ଜଣ ରକ୍ଷା ପାଇଯାଇଛନ୍ତି । ଢେଙ୍କାନାଳରୁ ଏକ ପକିଅପ ଭ୍ୟାନ ମହୁଲପାଳ ନିକଟରେ ଥିବା ଆପ୍ରୋଚ ରୋଡରେ ଭାରସାମ୍ୟ ହରାଇ ତଳକୁ

ମାଛ ଧରିବାକୁ ଯାଇଥିଲେ ,ନାଳରେ ବୁଡିଗଲେ

ନାଳରେ ବୁଡ଼ି ଚାଷୀଙ୍କ ଚାଲିଗଲା ଜୀଵନ । ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନ୍ତା ଅନ୍ତର୍ଗତ ଆମ୍ବବାହାଳୀ ଗାଁର ବେଣୁଧର ନାୟକ ଗତକାଲି ମାଛ ଧରିବାକୁ ପାଇଁ ଡଉଁରୀ ନାଳକୁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି ପରେ ନାଳରେ ବୁଡିଯାଇଥିବା ସନ୍ଦେହ କରି ଆଜି ଗଁଦିଆ ଦମକଳ

ଭୁତୁଣୀ ପାର୍କ

ଘରଠୁ ଅଧକିଲୋମିଟର ପଶ୍ଚିମକୁ ଗଲେ ପଡେ ଆମ ଗାଁ ଶ୍ମଶାନ । ସେଠି ପହଞ୍ଚିବା ପାଇଁ ହେଲେ ଗୋଟେ ଆମ୍ବତୋଟା ଦେଇ ଯିବାକୁ ପଡେ । ଆମ୍ବତୋଟା ଯେଉଁଠି ସରିଛି, ଠିକ୍ ସେଇଠୁ ଛୋଟପଡିଆଟେ ଆରମ୍ଭ, ପଡିଆ ଆରପଟେ ଶ୍ମଶାନ । ଶ୍ମଶାନ ଚାରିପାଖେ ୪/୫ ଟି ବରଗଛ, ଅଳ୍ପକିଛି ବୁଦା ଆଉଠିକ୍ ଆରପଟେ ନାଳଟେ ।

ଜଙ୍ଗଲରୁ ଝୁଲନ୍ତା ଅଵସ୍ଥାରେ ମୃତଦେହ ଉଦ୍ଧାର

କଙ୍କଡ଼ାହାଡ଼ ବ୍ଲକ ଚାନ୍ଦପୁର ବେତଝରୀ ମଠ ପାଖରେ ଥିବା ଜଙ୍ଗଲ ରୁ ଏକ ମୃତ୍ୟୁଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଘାଗରାମୁଣ୍ଡା ପଂଚାୟତ କଟୁମୁଣ୍ଡା ଗ୍ରାମର ନଳୁ ସିଂହ ବୋଲି ଜଣାପଡିଛି। ସେ କିଛି ଦିନ ହେବ ନିଖୋଜ ଥିଲେ। ମୃତ ଦେହଟି ବହୁତ ଦିନରୁ ଏକ ଗଛରେ ଝୁଲନ୍ତା ଅଵସ୍ଥାରେ

ନାଳରେ ବୁଡି ଜଣେ ମୃତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାଦୁଆ ପଞ୍ଚାୟତ ଭଗୀରଥପୂର ଝରା ସାହିର ତ୍ରୀନାଥ ନାୟକ(୫୩) ନାମକ ଜଣେ ବ୍ୟକ୍ତିଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ , ସେ ଘର ନିକଟରେ ଥିବା ଏକ ନାଳରେ ମାଛ ଧରିବାକୁ ଯାଇ ସେଠାରେ ପାଣିରେ ବୁଡିଯାଇଥିଲେ।ତାଙ୍କ ସାଙ୍ଗରେ ଥିବା

ଘରୁ ଲୁଟିନେଲେ ୨ଲକ୍ଷ ଟଙ୍କାର ସୁନା ଗହଣା ସହିତ ୪୦ ହଜାର ନଗଦ ଟଙ୍କା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅନ୍ତର୍ଗତ ସରବେରେଣୀ ଗାଁ ଗଙ୍ଗାଗୋଠରେ ଥିବା ସୌଭାଗ୍ୟ କୁମାର ପଣ୍ଡାଙ୍କ ଘରୁ ଗତ କାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ତାଙ୍କ ଘରର ଝରକା ତାଡି ଆଲମାରୀରୁ ୨ଲକ୍ଷ ଟଙ୍କାର ସୁନା ଗହଣା ଏବଂ ୪୦ ହଜାର ନଗଦ

ଦର୍ଜନୀ ମାଇନର କେନାଲରେ ୧୦ ଫୁଟ ଘାଇ,ପାଣ୍ଡରା ନାଳ ଖାଉଚି କୂଳ

ଭୁବନ ବ୍ଲକ ଦେଇ ପ୍ରବାହିତ ରେଙ୍ଗାଳି ବାମ କେନାଲର କୁନିନ୍ଦା ଦର୍ଜନୀ ମାଇନର କେନାଲରେ ବର୍ଷା ପାଣି ଯାଇ ୧୦ ଫୁଟର ଘାଇ ହୋଇଛି । ଏହି କେନାଲ ଟି ନିର୍ମାଣ ସମୟରେ ସ୍ଥାନୀୟ ଚାଷୀ ବାରମ୍ବାର ଅଭିଯୋଗ କରିଥିଲେ ବି ଜଳସଂପଦ ବିଭାଗ ପକ୍ଷରୁ କୈଣସି ପଦକ୍ଷେପ ନିଆ ଯାଇନଥିଲା । ଫଳରେ ପ୍ରଥମ

ମାଟି କାନ୍ଥ ପଡ଼ି ଅଳ୍ପକେ ବର୍ତ୍ତିଲେ ବୃଦ୍ଧ ଦମ୍ପତି

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଗ୍ରାମର ପାଟଣା ସାହିରେ ମାଟି କାନ୍ଥ ପଡ଼ି ଅଳ୍ପକେ ବର୍ତ୍ତିଛନ୍ତି ବୃଦ୍ଧ ଦମ୍ପତି ।ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ପରଜଙ୍ଗ ଅଞ୍ଚଳରେ ମଧ୍ୟ ବର୍ଷା ତୁହାକୁତୁହା ଲାଗି ରହିଛି,ଯାହାକି ଏହାର ପ୍ରଭାବରେ ପରଜଙ୍ଗ ଗାଁ ଭିତରେ ରହୁଥିବା
error: Content is protected !!