News
lipub
samparksetu

ମେସିନ୍ ଚଢାଇ ଧାନବିଲ ଉଜାଡିଲା କମ୍ପାନୀ , କ୍ଷତିପୂରଣ ଦାବିରେ ମେସିନ୍ ଜବତ କଲେ ଚାଷୀ

କେନ୍ଦ୍ର ସରକାର ଘରେଘରେ ରନ୍ଧନ ଗ୍ୟାସ୍ ଯୋଗାଇବା ପାଇଁ ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରୁ ତାଳଚେରକୁ ମାଟି ତଳେ ବଡବଡ ପାଇପ ଖଞ୍ଜା ଚାଲିଚି। ବେସରକାରୀ ଜମି ଦେଇ ପାଇପ ଲାଇନ ଗଲେ ଜମି ପଟ୍ଟାଧାରୀଙ୍କୁ ମିଳୁଛି କ୍ଷତିପୂରଣ ବାବଦକୁ ଅର୍ଥରାଶୀ। ଆଜକୁ ୫ ବର୍ଷ ହେବ ଚାଷୀମାନଙ୍କୁ ଠକି

କପିଳାସ ପ୍ରାଣୀ ଉଦ୍ୟାନରେ ବିଶ୍ୱ ହାତୀ ଦିବସ

କପିଳାସ ପ୍ରାଣୀ ଉଦ୍ୟନ ପରିସର ଆଜି ଦିନଭରି ଥିଲା ସର୍ବଧିକ ଚଳଚଞ୍ଚଳ। କାରଣ ବିଶ୍ବ ହାତୀ ଦିବସ ପାଳନ ଲାଗି ଏହି ପରିସରରେ ବିଭିନ୍ନ କାର୍ଯକ୍ରମ ଆୟୋଜିତ ହୋଇଥଲା। ଏହି ପ୍ରାଣୀ ଉଦ୍ୟାନ ପରିସରରେ ଥିବା ହାତୀ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ଯବସ୍ଥା କରାଯାଇଥିଲା ସେମାନଙ୍କୁ

କାର୍ଯ୍ୟରେ ଆସୁନାହିଁ ଶୌଚାଳୟ

ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ କପିଳାସ ଠାରେ ବାବା ଚନ୍ଦ୍ରଶେଖରପୂଜା ପାଉଛନ୍ତି । ଏଠାକୁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ମାନଙ୍କ ନିମନ୍ତେ ପାହାଚ ରାସ୍ତାରେ ପୂଜା ପାଉଥିବା ବୃଷବଙ୍କ ଠାରେ ୨୦୧୯ ମସିହାରେ ଏକ ଶୌଚାଳୟ ଦେବୋତ୍ତର ବିଭାଗ ଅନୁଦାନ ରାଶିରେ ପଞ୍ଚାୟତିରାଜ ଓ ପାନୀୟଜଳ

ହିନ୍ଦୋଳ ଏନଏସି ରେ ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ପୋଷାକ ବଣ୍ଟନ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ସ୍ଥିତ ୱାର୍ଡ ନଂ୧୨ ବନମାଲିପୁର ସ୍କୁଲରେ ଆଜି ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରାଯାଇଛି।ସ୍କୁଲରେ ଅଧ୍ୟୟନ କରୁଥିବା ୧୫୦ଛାତ୍ରଛାତ୍ରୀ ମାନଙ୍କୁ ଦୁଇହଳ ପୋଷାକ, ଏକ ହଳ ଜୋତା ଓ ଦୁଇ ହଳ ମୋଜା ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ବଣ୍ଟନ

ରାସ୍ତାରେ ଧାନ ତଳି ଲଗାଇ ପ୍ରତିବାଦ କଲେ ଗ୍ରାମବାସି

କାମାକ୍ଷାନଗର-ରାସ୍ତା ପାଲଟିଛି ମରଣଯନ୍ତା।ରାସ୍ତାରେ ଜମି ରହୁଛି ଆଣ୍ଠୁଏ ଉଚାର କାଦୁଅ।ଯାତାୟତରେ ବାଧା ସୃଷ୍ଟି ହେଉଛି।ଦିର୍ଘ ଦିନ ହେବ ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ କଂମ୍ପାନି କର୍ତ୍ତୁପକ୍ଷ ଏଥିପ୍ରତି ଧ୍ୟାନ ଦେଉନାହିଁ।।ଯାହା ଫଳରେ ଆଜି ଗ୍ରାମବାସି ତରଫରୁ ରାସ୍ତାରେ ଧାନ ଗଛ

ନାଳରେ ଫଶି ମାଈ ହାତୀ ର ମୃତ୍ୟୁ

ଢେଙ୍କାନାଳ ବନ ଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ କଙ୍କିଳି ଗ୍ରାମ ର ଦନାର ପୋଖରୀ ନିକଟସ୍ଥ ଏକ ନାଳରେ ଫଶି ଏକ ମାଈ ହାତୀ ର ମୃତ୍ୟୁ ହୋଇଛି | ମୃତ ହାତୀର ଆନୁମାନିକ ବୟସ ୧୫ବର୍ଷ ହେବ |ତେବେ ଦୁଇ ଦିନ ତଳେ ଦନାର ପୋଖରୀରେ ଏକ ହାତୀ ପଲ ଦିନ ତମାମ

ରାକ୍ଷୀ ପୂର୍ଣ୍ଣିମା

ଭଉଣୀ ମାନଙ୍କୁ ରାକ୍ଷୀ ପୂର୍ଣ୍ଣିମା ର ଅଭିନନ୍ଦନ, ଭାଇ ମାନଙ୍କୁ ମୋର ହୃଦ ସମ୍ମାନ । ରାକ୍ଷୀ ପୂର୍ଣ୍ଣିମା ହେଉ ଖୁସିର ଦିନ, ରାକ୍ଷୀ ବାନ୍ଧି ଦେଇ କର ଶପଥ ମାନ । ପାଖ ଛାଡ଼ିବନି କେବେ ଦୁଃଖ ଦୁର୍ଦ୍ଦଶା ରେ, ସଦା ସାଥ

ହାତୀଙ୍କ ଉତ୍ପାତ, ଗାଁରେ ପଶି ଭାଙ୍ଗିଲେ ଘର

ଦିନକୁ ଦିନ ପରଜଙ୍ଗ ଅଞ୍ଚଳରେ ବଣୁଆ ହାତୀଙ୍କ ଉତ୍ପାତ ବଢ଼ିବାରେ ଲାଗିଛି । ହାତୀଙ୍କ ପାଇଁ ଚାଷ ଜମି ନଷ୍ଟ ହେବା ସହିତ ଧନ ଜୀବନ ଉପରେ କ୍ଷୟକ୍ଷତି ଘଟୁଛି । ଢେଙ୍କାନାଳ ଜିଲ୍ଲା ମହାବିରୋଡ ବନଖଣ୍ଡ ଅଁଳାକଟା ସେକ୍ସନ ଅନ୍ତର୍ଗତ ରୋଡ ଗ୍ରାମରେ ଜଙ୍ଗଲି ହାତୀ ଙ୍କ ଉପଦ୍ରବରେ ଗ୍ରାମର ଜଣେ

ହିନ୍ଦୋଳ ଏନଏସି ପରିଷଦର ମାସିକ ବୈଠକ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ପାରିଷଦ ର ଆଜି ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରଣୀ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଉପାଧ୍ୟକ୍ଷ ଅଧ୍ୟକ୍ଷତା କରିଥିଲେ ଓ ସମସ୍ତ କାଉନସିଲର,ନିର୍ବାହୀ ଅଧିକାରୀ ଏମ ଶ୍ରୀନିଭାସ,ଏନ ଏ ସି
error: Content is protected !!