ମେସିନ୍ ରେ NRGS କାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ ପିଟ୍, ଥାନାରେ ପୃଥକ୍ ପୃଥକ୍ ଦୁଇ ମାମଲା ରୁଜ୍ଜୁ
ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଜରଡା ପଞ୍ଚାୟତ ରେ NRGS କାମ ଖୁଲମ୍ ଖୋଲା ଭାବେ ସ୍ପଷ୍ଟ ଦିବାଲୋକରେ ହେଉଥିବାର ବାରମ୍ବାର ଅଭିଯୋଗ ହେଉଥିବା ବେଳେ ଆଜି ଏହି ଗ୍ରାମର ପ୍ରତାପ ସାହୁ ଦିନ ପ୍ରାୟ ଏଗାରଟା ବେଳେ ପଂଚାୟତ କାର୍ଯ୍ୟାଳୟରେ EO ଙ୍କୁ ଭେଟି ଅଭିଯୋଗ କରିଥିଲେ।
ଗ୍ରାମର ଜବ୍ କାଡ୍!-->!-->!-->…